କୋଦଳା ଏନଏସି ଚେୟାରମ୍ୟାନ ଙ୍କ ଅଜବ ନୀତି ରାତି ଅଧରେ ଗ୍ରୁଫ ମହିଳାଙ୍କୁ ଡାକି ଦେଉଛନ୍ତି କି ଉପହାର

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ :ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଏବେ ଚାଲିଛି ରାତିଅଧିୟା କାମ କିନ୍ତୁ ଅଫିସରେ ନୁହଁ ଜନୈକ ଘରେ ଦିୟା ଯାଉଛି ମୁକ୍ତା ଯୋଜନା ର କାର୍ଯ୍ୟାଦେଶ ।
ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା ମାନ ଆପଣାଇଛନ୍ତି ତନ ମଧ୍ୟରୁ ଏସହେଛଜି ଗ୍ରୁଫ ମାନଙ୍କୁ ବିଭିନ୍ନ କାମ କରିବାପାଇଁ ଲୋନଦେବା ସହ ଚାଷ କରିବାପାଇଁ ବ୍ଲକ ମାଧ୍ୟମରେ ସମସ୍ତ ପ୍ରକାରର ସହଯୋଗ କରିବା ଭଳି ଅନେକ ଯୋଜନା କରିଛନ୍ତି କିଭଳି ମହିଳା ମାନେ ସ୍ୱାବଲମ୍ବୀ ହୋଇପାରିବେ ।

କିନ୍ତୁ କୋଦଳା ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ ନିଜ ଇଚ୍ଛା ମୁତାବକ ।କାମକରିବାସହ କିଛି କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଦ୍ରୁବ୍ୟବହାର କରିବାସହ ଧମକ ଦେଉଥିବା ମଧ୍ୟ ଚାହା ଖଟିରେ ଚର୍ଚ୍ଚା ହେଉଛି ଏ ନେଇ ଆମ ପ୍ରତିନିଧି କାର୍ଯ୍ୟନରିବାହୀ ଅଧିକାରିଣୀ ସସ୍ମିତା ଶତପଥୀ ଙ୍କୁ ପଚାରିବାରୁ ସେ କହିଛନ୍ତି କି ଗତ 27ତାରିଖ ରେ 60ଟି ମୁକ୍ତା ଯୋଜନା କାର୍ଯ୍ୟଦେଶ ବଣ୍ଟନ ନିମନ୍ତେ ଦସ୍ତକତ କରାଯାଇଛି ସେଇଥିରେ କୌଣସି ଇରେଜର ମରାଯାଇନାହିଁ ମୋ ନଜରକୁ ମଧ୍ୟ ଜଲିଆତି ହୋଇଥିବା ନଜର କୁ ଆସିଛି ଏହାରି ଉପରେ ଯାହା ଆଇନ ଗତ ପଦକ୍ଷେପ ନେବାକଥା ଯଥାଶୀଘ୍ର ନିୟା ଯିବହେଲେ କଥା ଉଠୁଛି ମା ରତନି ଏସଏଛଜି ଗ୍ରୁଫ -2ର ସୁଲତା ମହାରଣା ଙ୍କ ନାମରେ କାହିଁକି ଏଇ କାର୍ଯ୍ୟାଦେଶ ଦିୟା ଯାଇଛି ଓ କି ସମ୍ପର୍କ ଅଛି ଚେରମ୍ୟାନ ଓ ସୁଲତାଙ୍କ ଭିତରେ ।
ଏ ପରି ଗୋଟିଏ ନୁହଁ ଆହୁରି ଅନେକ ଯାଲିୟାତି କରିଥିବା ବିଶେଷ ସୂତ୍ରରୁ ପ୍ରକାଶ ଏଥିରେ ଏନଏସି ର କିଛି କର୍ମଚାରୀଙ୍କ ହାତ ଥିବା ମଧ୍ୟ ସନ୍ଦେହ ହେଉଛିଏହାର ଯଦି ଫୁଙ୍କାନ ଫୁଙ୍କ ତଦନ୍ତ କରାଯିବ ତାହାଲେ ଆହୁରି କେଳେଙ୍କାରୀ ପଦାକୁ ଆସିବା ସହ ଉପଯୁକ୍ତ ଗ୍ରୁଫ ମାନେ କାର୍ଯ୍ୟଦେଶ ପାଇପାରିବେ।


Share: