ସୋମବାରଠୁ ଜାଗା ଦର୍ଶନ ମନା

Share:

ରଞ୍ଜନ ଦାସ

ପୁରୀ :ସୋମବାରଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀ ମନ୍ଦିର ବନ୍ଦ l ଜାନୁଆରୀ 31ଯାଏ ଦର୍ଶନ ମନା ସେବାୟତ ପ୍ରସ୍ତାବକ୍ରମେ ନିଆଗଲା ନିଷ୍ପତ୍ତି ଛତିଶାନିଯୋଗ ଓ ପରିଚାଳନା ବୈଠକରେ ନିଷ୍ପତ୍ତି କରୋନା ସଂକ୍ରମଣ ବୃଦ୍ଧିକୁ ଦୁଷ୍ଟିରେ ରଖି ନିଷ୍ପତ୍ତି ନିଅଯାଇଛି l


Share: