ହୃଦୟ ଜିଣିଲେ ମହିଳା ଟ୍ରାଫିକ କର୍ମଚାରୀ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର :ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଆଶୁ ଚିକିତ୍ସା ଯୋଗାଇ ହୃଦୟ ଜିଣିଲେ ମହିଳା ଟ୍ରାଫିକ କର୍ମଚାରୀ ସନ୍ତୋଷି ମଲ୍ଲିକ. ରାଜଧାନୀର ନାଲକୋ ଛକରେ ଦାୟିତ୍ୱ ସମ୍ପାଦନ କରୁଥିବାବେଳେ ଜଣେ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରି ମାନବିକତାର ପରିଚୟ ଦେବା ସହିତ ଅସମୟରେ ସାହାଯ୍ୟ କରିବା ପୋଲିସର କର୍ତ୍ତବ୍ୟକୁ ପ୍ରମାଣିତ କରିଛନ୍ତି।


Share: