ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

Share:

ସମୀର ରଞ୍ଜନ ଓଡିଶା ବ୍ୟରୋଚିଫ

ଭୁବନେଶ୍ୱର : ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ସେ ଏହି ଗସ୍ତ ରେ ବାଣପୁର ପଲଟନ ପଡିଆ ଆସି ବିଶାଳ ଜନସଭାକୁ ସମ୍ବୋଧିତ କରିବେ ଏବଂ ପୁରୀ ଲୋକସଭାର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ।ତାଙ୍କ ଗସ୍ତକୁ ନେଇ ବାଣପୁର ଅଞ୍ଚଳ ଚଳଚଞ୍ଚଳ ହୋଇଛି l ଏଥି ପାଇଁ ବିଜେପି ଉତ୍ସାହିତ ନେତା-କର୍ମୀ


Share: