ପୂର୍ଵତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ ଙ୍କ ବିୟୋଗରେ ଗଞ୍ଜାମ ରେ ଶୋକର ସାୟା

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ ।

ଗଞ୍ଜାମ :ଗଞ୍ଜାମ ଜିଲ୍ଲାର ଜଣେ ଟାଣୁଆ ନେତା ତଥା ଗଞ୍ଜାମ ଟାଇଗର ଭାବରେ ବେଶ ପରିଚିତ ରାମକୃଷ୍ଣ ପଟ୍ଟନାୟକ ଙ୍କ ବିୟୋଗରେ ଗଞ୍ଜାମ ଜିଲାରେ ଶୋକର ସାୟା ଖେଳିଯାଇଛି ଶ୍ରୀ ପଟ୍ଟନାୟକଙ୍କ ମରଶରୀର ଶେଷ ଦର୍ଶନଃ କରିବାପାଇଁ ସହ ସହ ସଂଖ୍ୟାରେ ତାଙ୍କ ସମର୍ଥକ ମାନେ ଖଲିକୋଟ, ବେଗୁନିଆପଡା, କୋଦଳା, ବୁଢ଼ାମ୍ବ, ପୋଲସରା, ରେ ବିଶାଳ ପଟୁଆର କରି ତାଙ୍କୁ ପାଛୋଟି ନେଇଥିଲେ ଶେଷରେ ତାଙ୍କ ମର ଶରୀର ନିଜଗ୍ରାମ ଢୁଙ୍କା ପୋଡ଼ାକୁ ନେଇଥିଲେ ସେଇଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ପରେ ଶ୍ରୀ ପଟ୍ଟନାୟକ ଙ୍କୁ ପୁରିସ୍ୱର୍ଗ ଦ୍ଵାର ନେଇଥିଲେ ସେ 1971ମସିହା ରେ ରାଜନୀତି ରେ ପାଦ ଦେଇଥିଲେ ସେ ଜଣେ ନିଷ୍ଠାବାଦୀ ପରଉପକାରୀ ଥିଲେ।


Share: