ସିଆରିଆ ଭଗବାନ ବିଦ୍ୟାମନ୍ଦିର କୁ 5T ଅନ୍ତଭୁକ୍ତ ଯୋଗୁଁ ଜିଲ୍ଲାପାଳ ଙ୍କୁ ସୌଜନ୍ୟମୂଳକ ଶୁଭେଚ୍ଛା

Share:

ପପୁ କୁମାର ସାହୁ

ଦେଙ୍କନାଳ :ଢେଙ୍କାନାଳ ସଦର ବ୍ଲକ ସିଆରିଆ ଗ୍ରାମର ଭଗବାନ ବିଦ୍ୟାମନ୍ଦିରକୁ ଓଡ଼ିଶା ସରକାରଙ୍କର 5T ଅନ୍ତଭୁକ୍ତ ହୋଇଥିବାରୁ ଆଜି ଗ୍ରାମବାସୀ ଓ ପ୍ରଧାନ ଶିକ୍ଷକ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଙ୍କୁ ଫୁଲ ତୋଡ଼ା ଦେଇ ଶୁଭେଚ୍ଛା ଦେଇଥିଲେ । ପ୍ରଧାନ ଶିକ୍ଷକ ଭିକାରି ଚରଣ ନାୟକ ସମେତ ଗ୍ରାମବାସୀ ମାୟାଧର ଖଟୁଆ, ପ୍ରେମାନଦ ରାଉତ, ବିଦୁର କୁମାର ସାମଲ, ଚିନ୍ତାମଣି ମହାନ୍ତି ଙ୍କ ଉପସ୍ଥିତିର ଜିଲ୍ଲାପାଳଙ୍କୁ ଶୁଭେଚ୍ଛ ଦିଆଯାଇଥିଲା ।


Share: