ମହାକାଳପଡା ପଞ୍ଚାୟତ ସମିତି ରେ ଦ୍ଵିତୀୟ ବୈଠକ

Share:

ଯଜ୍ଞେଶ୍ଵର ଦାସ ଓ ନିତ୍ୟ ସୁନ୍ଦର ଜେନା

କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ପଞ୍ଚାୟତ ସମିତିର ଦ୍ଵତୀୟ ସାଧାରଣ ବୈଠକ ପଞ୍ଚାୟତ ସମିତି ସଭାଗୃହ ରେ ଅନୁଷ୍ଠିତ। ହୋଇ ଯାଇ ଅଛି।ମହାକାଳପଡା ବ୍ଲକ ବିଡିଓ , ବ୍ଲକ ଅଧ୍ୟକ୍ଷାଙ୍କ ସମେତ ୩୧ ପଞ୍ଚାୟତର ସମସ୍ତ ସରପଞ୍ଚ , ସମିତି ସଭ୍ଯ ମାନଙ୍କ ସହିତ ଶିକ୍ଷା , ସ୍ବାସ୍ଥ୍ୟ , ପାନୀୟ ଜଳ , ବିଦ୍ୟୁତ ବିଭାଗର ଉଚ୍ଚ ପଦାଧିକାରୀ ମାନେ ଉପସ୍ଥିତ ଅଛନ୍ତି। ବିଶେଷ କରି ଶିକ୍ଷା ଏବଂ ଅଙ୍ଗନବାଡି ଉପରେ ଆଲୋଚନା ହୋଇଥିଲା। ଆଗକୁ ଖରା ବଢିବାକୁ ଦୃଷ୍ଟିରେ ରଖି ପାନୀୟଜଳ ଉପରେ ଗୁରୁତ୍ବ ଦେବାପାଇଁ ଆଲୋଚନା କରାଯାଇଥିଲା। ଶାନ୍ତି ଶୃଙ୍ଖଳାର ସହିତ ଏହି ପଞ୍ଚାୟତ ସମିତିର ବୈଠକ ଶେଷ ହୋଇଛି।


Share: