କଷଣଅଣ୍ଟା ଠାରେ ପଚାଶ ଶଯ୍ୟା ବିଷ୍ଟ କ୍ରି ଶିଷ୍ଟଟିକାଲ କ୍ୟାର ହସ୍ପିଟାଲ ନିର୍ମାଣ

Share:

ମନରଞ୍ଜନ ମିଶ୍ର

ପଟାମୁଣ୍ଡାଇ :ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ କଷଣଅଣ୍ଟା ଠାରେ ୫୦.୦୦୦ ଶଯ୍ୟା ବିଶିଷ୍ଟ ବର୍ଟିକଲ କ୍ୟାର ହସ୍ପିଟାଲ ନିର୍ମାଣ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏବଂ ଏହୀ କାର୍ଯ୍ୟ କର୍ମ ରେ ରାଜନଗର ବିଧାୟକ ଶ୍ରୀଯୁକ୍ତ ଧୁର୍ବ ସାହୁ ଙ୍କ ସମେତ ପଟ୍ଟାମୁଣ୍ଡାଇ ପୌରଧ୍ୟକ୍ ହେମନ୍ତ କୁମାର ସାହୁ ଏବଂ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ସନ୍ମIନୀୟ ଅଥିତ୍ ଭାବେ ଯୋଗ ଦେଇଥିଲେ


Share: