ବାଣପୁର ପଲଟନ ପଡିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉତ୍ସାହିତ ନେତା-କର୍ମୀ

Share:

ସମୀର ରଞ୍ଜନ ଓଡିଶା ବ୍ୟରୋଚିଫ

ଭୁବନେଶ୍ୱର :ଚିଲିକା ନିର୍ବାଚନମଣ୍ଡଳି ଚଳଚଞ୍ଚଳ। ଆସନ୍ତା କାଲି ବିଜେପି କରୁଛି ଚିଲିକା ନିର୍ବାଚନମଣ୍ଡଳୀର ବାଣପୁର ର ପଲଟଣ ପଡିଆରେ ଏକ ଵିଶାଲ ଜନସଭା ଏହି ବିଶାଳ ଜନସଭାକୁ ସମ୍ବୋଧିତ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତେବେ ଏମିତି ଅନେକ ଆଶା ନେଇ ଚାହିଁ ବସିଛନ୍ତି ଦଳିୟ କର୍ମୀ ଓ ଆଗ ଧାଡିର ନେତା l ଆଜି ରାଷ୍ଟୀୟ ମୁଖପାତ୍ର ଡ଼ ସମ୍ବିତ ପାତ୍ର, ବିଜେପି ପ୍ରଭାବି ଡି ପୁରୁନ୍ଦେଶ୍ଵରୀ ଏବଂ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥିବୀରାଜ ହରିଚନ୍ଦନ ସଭାସ୍ଥଳ ହେଲିପ୍ୟାଡ଼ ଆଦି ପରିଦର୍ଶନ କରଛନ୍ତି ଜିଲ୍ଲା ପୋଲିସ ପକ୍ଷରୁ ବ୍ୟପକ ସୁରକ୍ଷା ଵେବସ୍ତା କରାଯାଇଛି l ତେବେ ତାଙ୍କ ଏହି ଗସ୍ତର ଆସନ୍ତା ନିର୍ବାଚନ ରେ କଣ ପ୍ରଭାବ ପଡ଼ିବ କର୍ମୀଙ୍କ ଉପରେ ତାହା ଆଗାମୀ ନିର୍ବାଚନର ସମୟ ହିଁକହିବ


Share: