ଅବକାରୀ ଚଢାଉ

Share:

ପୁରୀ :29/8/2021ପୁରୀ ଜିଲ୍ଲାପାଳଙ୍କ ନିର୍ଧେସ କ୍ରମେ ଓ ପୁରୀ ଅବକାରୀ ଅଧିକ୍ଷକଙ୍କ ତତ୍ୱବାଧାନରେ ଆଜି ସକାଳ ୮ ଟା ସମୟରେ ସାତପଡା ଅବକାରୀ ଥାନା ଏବଂ ବ୍ରହ୍ମଗିରୀ ଥାନା ଓ ଅରଖକୁଦା ମେରାଇନ ଥାନା କର୍ମଚାରୀ ମାନଙ୍କ ସହିତ ଅରଖକୁଦା ଗ୍ରାମ ରେ ମିଳିତ ଚଢ଼ାଉ କରାଯାଇଥିଲା. ଏହି ଚଢ଼ାଉ ରେ ତିନି ଜଣ ଆସାମୀ ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଛି ସେମାନେ ହେଲେ, 1.ପୁନି ବେହେରା, ବୟସ-30ବର୍ଷ. 2. କୁନି ବେହେରା,ବୟସ-60 ବର୍ଷ. 3.ଆଦିଆନୀ ବେହେରା, ବୟସ-60 ବର୍ଷ. ଏ ମାନକ ଠାରୁ ମୋଟ-47 ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଛି ଏବଂ ଗାଟିଏ unclaimed କେସ ମଧ୍ୟ ରେକର୍ଡ କରାଯାଇଛି 80 ଲିଟର ଦେଶୀ ରନ୍ଧା ମଦ ଓ 250 ଲିଟର ଗୁଡ ମିଶ୍ରିତ ପଚ ଜବତ ହୋଇଛି।

ରିପୋର୍ଟ ଓଡିଶା ବ୍ୟୁର ଚିଫ ସମୀର ରଞ୍ଜନ ନାୟକ।


Share: