ଜ଼ିଲ୍ଲା ପରିଷଦ ଅଧକ୍ଷା ଙ୍କ ପଦ୍ମପୁର ବ୍ଲକ ର ଉନୟନ କାର୍ଯ୍ୟ ପରିଦର୍ଶନ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ଆଜି ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ ପଦ୍ମପୁର ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟର ପରିଦର୍ଶନ କରିଥିଲେ l ଯଥା ଆଖୁସିଂ ପଞ୍ଚାୟତର ମିଶନ ଶକ୍ତି ଗୃହ ଓ 5T ସ୍କୁଲ, ଖିଲାପଦର ପଞ୍ଚାୟତର 5T ସ୍କୁଲ ଓ କଲ୍ୟାଣମଣ୍ଡପ, ପଦ୍ମପୁର ପଞ୍ଚାୟତର 5T ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପାର୍କ ଆଦି ସମୀକ୍ଷା କଲେ l ଉକ୍ତ ପରିଦର୍ଶନ ସମୟରେ ପଦ୍ମପୁର ବ୍ଲକ ଅଧ୍ୟକ୍ଷ୍ୟା ଶ୍ରୀମତୀ ମଣିମାଳା ଶବର, ପୂର୍ବତନ ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ରମାକାନ୍ତ ମାଝୀ, ଆତ୍ମା ଅଧ୍ୟକ୍ଷ ଶ୍ରୀଯୁକ୍ତ କୈଳାସ କ୍ରସ୍କା, ବରିଷ୍ଠ ନେତା ଶ୍ରୀଯୁକ୍ତ ରଘୁନନ୍ଦନ ନାୟକ,ବରିଷ୍ଠ ନେତା ଶ୍ରୀଯୁକ୍ତ କୀଲାନା ଗୋବିନ୍ଦ ରାଓ, ଜିଲ୍ଲା ପରିଷଦ ସଭ୍ୟ ଖ ଯ଼ୋନ ଶ୍ରୀଯୁକ୍ତ ରବି ନାରାୟଣ ଆଚାର୍ଯ୍ୟ, ସ୍ୱତନ୍ତ୍ର ଉନୟନ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ସହଦେଵ ମଣ୍ଡାଙ୍ଗୀ, ସ୍ୱତନ୍ତ୍ର ଉନୟନ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ଉରଚୁଲା ମାଝୀ, ବରିଷ୍ଠ ନେତା ଶ୍ରୀଯୁକ୍ତ ବ୍ରଜ ପାଣିଗ୍ରାହୀ, ଯୁବ ନେତା ଶ୍ରୀଯୁକ୍ତ ବଳରାମ ଦାସ, ସରପଞ୍ଚ ପଦ୍ମପୁର, ସରପଞ୍ଚ ଇନ୍ଦୁପୁର, ସରପଞ୍ଚ ଖମପଦର ମହିଳା ସଭାନେତ୍ରୀ ଶ୍ରୀମତୀ ସୁପ୍ରିୟା ରାଉତ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ବିଜୟ ଶବର,ଯୁବ ନେତା ଶ୍ରୀଯୁକ୍ତ ଲକ୍ଷ୍ମଣ ସାହୁ, ଯୁବ ନେତା ଶ୍ରୀଯୁକ୍ତ ମହେଶ ନାୟକ,ବରିଷ୍ଠ କର୍ମୀ ଶ୍ରୀଯୁକ୍ତ ଶ୍ୟାମ ମହାନ୍ତି, ଛାତ୍ର ସଭାପତି ଶ୍ରୀଯୁକ୍ତ ଖିରୋଜ ପଟ୍ଟନାୟକ, ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଯୁଗଳ ମାଝୀ,ବରିଷ୍ଠ କର୍ମୀ ଶ୍ରୀଯୁକ୍ତ ଦିଗାମ୍ବର ଦାସ, ବରିଷ୍ଠ କର୍ମୀ ଡମ୍ବୁରୁ ନୁନ୍ଦ୍ରୁକା,ଯୁବ ନେତା ଶ୍ରୀଯୁକ୍ତ ଗୋବର୍ଦ୍ଧନ ଶବର, ଯୁବ ନେତା ଶ୍ରୀଯୁକ୍ତ ବଳରାମ ତ୍ରିପାଠୀ,ଯୁବ କର୍ମୀ ସନ୍ତୋଷ ଗେମ୍ବଲି, ଛାତ୍ର ନେତା ଶ୍ରୀଯୁକ୍ତ ରାମ ପ୍ରସାଦ, ବରିଷ୍ଠ କର୍ମୀ ଶ୍ରୀଯୁକ୍ତ ଚକ୍ରଧର କଂସବେହେରା, ଏଭଳି ଅନେକ ବରିଷ୍ଠ, ଯୁବ, ଛାତ୍ର ନେତା ଉପସ୍ଥିତ ଥିଲେ l


Share: