ଏସଟିଅଫ ଜାଲରେ ଶିକାରୀ

Share:

ଓଡିଶା ବ୍ୟୁରୋ

ବାରିପଦ :ବାରିପଦା ଏସଟିଫ ଜାଲରେ ଶିକାରୀ ପଢିଥିବା ସୂଚନା ମିଳିଛି l ସୂଚନା ମୁତାବକ l ବାରିପଦା ବନଖଣ୍ତ ଉଦଳା ରେଞ୍ଜର ବିସିପୁର ଗାଁ ନିକଟରେ ମହାବଳ ବାଘ ଚମଡ଼ା ଜବତ କରାଯାଇଛି । ଗ୍ରାହକ ସାଜି ବାଘ ଛାଲ ଡିଲ୍ କରିବା ପାଇଁ ପହଁଚିଥିଲା ବାରିପଦା ଏସଟିଏଫ୍ ଟିମ୍, ର ଜାଲରେ ଫସିଥିଲେ ଶିକାରୀ । ୫ ଲକ୍ଷ ଟଙ୍କାର ହୋଇଥିଲା ଡିଲ୍ । ଜବତ ବାଘ ଚମଡ଼ାର ଲମ୍ବ ପ୍ରାୟ ୭ ଫୁଟର ବୋଲି ସୂଚନା ଜଣେ ଶିକାରୀ କୁ ଗିରଫ କରିଥି ବବେ ଅନ୍ୟ ଦୁଇ ଜଣ ଚମ୍ପାଟ ମାରିଛନ୍ତି


Share: