ଆଗେଇଚାଲିଛି ରଥ ନିର୍ମାଣ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ :ରଥଖଳାରେ, ତିନିରଥର ମୋଟ ୪୨ ଗୋଟି ଚକରୁ ୪୧ ଗୋଟି ଚକର ନିର୍ମାଣ ଶେଷ ହୋଇ ଶେଷ ଚକର ନିର୍ମାଣ ଅନ୍ତିମ ଚରଣରେ ପହଁଚିଛି ।

ଏଥି ସହ ରଥର ଦଣ୍ଡା ଚଉପଟ କାର୍ଯ୍ୟ ଚାଲିଥିବା ବେଳେ ଭୂଇଁ ଖମ୍ବିର ମୁହଁ ସାଲ କାର୍ଯ୍ୟ ଓ ଗରଗରା ଚଉପଟ କାର୍ଯ୍ୟ ଆଗେଇ ଚାଲିଛି ।


Share: