ସଡ଼କ ଦୁର୍ଘଟଣା

Share:

ଓଡିଶା ବ୍ୟୁରୋ

ଭୁବନେଶ୍ୱର :ବେଗୁନିଆ ନିକଟସ୍ଥ ଚକାପଦା ଢାଭା
ସାମ୍ନାରେ ଏକ କାର ଓ ବୁଲେଟ୍ ମୁହାଁମୁହିଁ ଧକ୍କା ଘଟି ବୁଲେଟ ରେ ବୋଲଗଡ଼ ରୁ ଆସୁଥିବା ଦୁଇଜଣ ଙ୍କ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ଓ ଦୁର୍ଘଟଣା ଘଟାଇଥିବା କାର୍ ଟିକୁ ବେଗୁନିଆ ପୋଲିସ ଜବତ କରି ଥାନା କୁ ନେଇଥିବା ସୂଚନା ମିଳିଛି।


Share: