ଭିଜିଲାନ୍ସ ଜାଲରେ ତସିଲଦାର ବାବୁ

Share:

ଓଡିଶା ବ୍ୟରୋଚିଫ

ଭୁବନେଶ୍ୱର :ତସିଲଦାର ବାବୁ ଲାଞ୍ଚ ନେବାବେଳେ ମାଡିବସିଛି ଭିଜିଲାନ୍ସ ପ୍ରାପ୍ତ ସୂଚନା ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ତସିଲଦାର ପୃଥ୍ୱୀବିରାଜ ମଣ୍ଡଳ ତାଙ୍କ ଠାର ନଗଦ 45ହଜାର ଟଙ୍କାର ଲାଞ୍ଚ ଜବତ ହୋଇଛି l ଜଜୈକ ବ୍ୟକ୍ତିଙ୍କ ଜମି ପଟ୍ଟାରେ କିସମ ପରିଵର୍ତ୍ତନ ପାଇଁ ତସିଲଦାର ଶ୍ରୀ ମଣ୍ଡଳ ଲାଞ୍ଚ ଦାବୀ କରୁଥିଲେ l ବ୍ୟକ୍ତି ଜଣକ ତସିଲଦାରଙ୍କ ଏଭଳି ଦାବୀରେ ଅତିଷ୍ଠ ହୋଇ ଭିଜିଲାନ୍ସ ଦ୍ୱାରସ୍ଥ ହୋଇଥିଲେ l ଟଙ୍କା ନାମରେ ଭିଜିଲାନ୍ସ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଜାରିରହିଛି l


Share: