ରାୟଗଡ଼ା ବ୍ଲକ୍ “ଖ” ଜୋନ୍ ଯୋନ ଜ଼ୀଲାପରିଷଦ ଉଭୟ ସାଶକ ଓ ବିରୋଧୀ ପାଇଁ ସମ୍ମାନ ର ପ୍ରଶ୍ନ

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ ।

ରାୟଗଡ : ରାୟଗଡ ଜ଼ୀଲ୍ଲା ରେ ସର୍ବମୋଟ 22 ଗୋଟି ଜ଼ୀଲାପରିଷଦ ନିମନ୍ତେ ନିର୍ବାଚନ ବାତାବରଣ ସରଗରମ ଚାଲିଛି ନିର୍ବାଚନ ମଇଦାନରେ ବିଜେଡି ର ପ୍ରାର୍ଥୀନୀ ସାଧ୍ୟରାଣୀ ଉଳାକା ବିଜେପି ର ବାମି ମାଣ୍ଡାଙ୍ଗି କଂଗ୍ରେସ ର ପଦ୍ମାବତୀ ମାଣ୍ଡାଙ୍ଗି ଓ ବିଏସ୍ପି ର ପାର୍ବତୀ ଟୋଇକା ନିଜ ନିଜ ତରିକା ରେ ଭୋଟର ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି କିଛିଦିନ ତଳେ କଂଗ୍ରେସ ଦଳ ପରିତ୍ୟାଗ କରି ବିଜେଡି ରେ ଯୋଗଦେବାର କିଛିଦିନ ମଧ୍ୟରେ ନିଜର ଲୋକଙ୍କୁ ଜ଼ୀଲାପରିଷଦ ଟିକେଟ ଆଣି ନିର୍ବାଚନ ମଇଦାନକୁ ଉଳେଇଛନ୍ତି ଏହି ଆସନ ଟି ରାଜ୍ୟ ସଭା ସାଂସଦ ଶ୍ରୀ ଏନ ଭାସ୍କର ରାଓ ଓ କୋରାପୁଟ ଲୋକସଭ8ସାଂସଦ ଶ୍ରୀ ସପ୍ତଗିରି ଉଳାକା ଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ
ସାଧ୍ୟରାଣୀସାରକା ଙ୍କ ପାଇଁ ରାୟଗଡ଼ା ବ୍ଲକ ଅନ୍ତର୍ଗତ ପିପିଲିଗୁଡା ଓ ଜୁରୁଡ଼ି ପଞ୍ଚାୟତ ଅନ୍ତର୍ଭୁକ୍ତ ଗ୍ରାମ ଗୁଡ଼ିକରେ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ

ADVT.
ADVT.

ଦେବାଶିଷ ଖଡଙ୍ଗା, ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତି ଅନୁସୂୟା ମାଝୀ, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଶ୍ରୀ ଚନ୍ଦ୍ରକାନ୍ତ_ସାମଲ, ବରିଷ୍ଠ ନେତା ଶ୍ରୀ ଆନନ୍ଦ ସାରକା, ଶ୍ରୀ ସନ୍ତୋଷ ପାତ୍ର, ଯୁବନେତ୍ରୀ ମଇନା ଆଚାର୍ଯ୍ୟ , ଯୁବନେତା ଶ୍ରୀ ରାଉଲା ମାଝୀ, କୃଷ୍ଣଚନ୍ଦ୍ର ଟିଗାଲ, ନାରୀ ନେତ୍ରୀ ସୁଜାତା ସାହୁକାର, ପି ଲତା ଙ୍କ ସମେତ ବିଜୁ ଜନତା ଦଳର ଅନ୍ୟାନ୍ୟ ନେତୃବୃନ୍ଦ ଏବଂ କର୍ମୀଙ୍କ ସହ ଘର ଘର ବୁଲି ପ୍ରଚାର କରି ଶଙ୍ଖ ଚିନ୍ହରେ ଭୋଟ ଦେବା ପାଇଁ ସ୍ଥାନୀୟ ଗ୍ରାମ ବାସୀଙ୍କୁ ନିବେଦନ କରିଥିଲେ।

ADVT.
ADVT.

Share: