ପୁଲିସ ଡିଜି ଅଭୟଙ୍କୁ ଅବସର ପାଇଁ ଅନୁମତି

Share:

ଓଡିଶା ବ୍ୟୁରୋ
ଭୁବନେଶ୍ୱର :ପୋଲିସ ଡିଜି ଅଭୟଙ୍କୁ ଅବସର ପାଇଁ ଅନୁମତି ଦେଲେ ରାଜ୍ୟସରକାର, ଡିସେଅମ୍ବର 31ରେ ଅବସର ନେବେ ଡିଜିପି ଅଭୟ ଅବସର ଅନୁମତି ନେଇ ଗୃହ ବିବାଗ ପକ୍ଷରୁ ଵିଜ୍ଞପ୍ତି ଜାରି l


Share: