ବଣିଜ ସଂଘ ପକ୍ଷରୁ ବାବା ବିଶ୍ଵକର୍ମା ଙ୍କୁ ପପୁ କୁମର ସାହୁ

Share:

ଦେଙ୍କନାଳ :ଢେଙ୍କାନାଳ ମୀନା ବଜାର ସ୍ଥିତ ବଣିଜ ସଂଘ ପକ୍ଷରୁ ବାବା ବିଶ୍ଵକର୍ମା ଙ୍କୁ ଆଜି ମେଲାଣୀ ଦିଆଯାଇଛି । ଆଜକୁ ୫ ଦିନ ଧରି ପୂଜା ପାଉଥିଲେ ଦେବଶିଳ୍ପି ବିଶ୍ୱକର୍ମା, ପ୍ରତ୍ୟକ ଦିନ ମଙ୍ଗଳ ଆଳତି ମହାସ୍ନାନ, ବିଭିନ୍ନ ଫୁଲରେ ସଜା ଯାଇ ଦିପ, ଧୂପ, ସୂର୍ଯ୍ୟ ପୂଜା , ମଣ୍ଡଳ ପୂଜା ଓ ଯଞ୍ଜ ହୋଇଥିଲା । ଆଜି ପୂର୍ଣାହୁତି ଯଞ୍ଜ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବ୍ୟାଣ୍ଡ ପାର୍ଟି ଦ୍ଵାରା ଆଜି ସହର ପରିକ୍ରମା କରାଯାଇ ବଣିଜ ସଂଘ ଦ୍ଵାରା ବିଶ୍ଵକର୍ମା ଙ୍କୁ ମେଲାଣୀ ଦିଆଯାଇ ଥିଲା। ବଣିଜ ସଂଘର ସମସ୍ତ କର୍ମକର୍ତା ଙ୍କ ଉପସ୍ତିତିରେ ଏହି ଭଷାଣୀ ଉତ୍ସବ ଟି ସଂପୂର୍ଣ୍ଣ ହୋଇଥିଲା ।


Share: