ବୃଦ୍ଧ କୁ ହତ୍ୟା କରି ପୋତିଦେଲ ଦୁର୍ବୁତ୍ତ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ :ବୃଦ୍ଧ ଙ୍କୁ ହତ୍ୟା କରି ନିକଟ ଜଙ୍ଗଲ ରେ ମୃତଦେହ ପୋତିଦେଲେ ଦୁର୍ବୁତ୍ତ l ଏହିଭଳି ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନନ୍ତନଗର ରୁ l ଗତକାଲି ରାତିରେ ବନ୍ଧାଗୁଡା ଗ୍ରାମର ତ୍ରିନାଥ ପାତ୍ର ନାମ ଙ୍କ ବୃଦ୍ଧ ଙ୍କୁ କିଛି ବ୍ୟକ୍ତି ହତ୍ୟା କରି ନିକଟ ଏକ ଜଙ୍ଗଲରେ ପୋତିଦେଇଥିବା ଥାନାରେ ଅଭିଯୋଗ ପରେ l ଶେରଗଡ଼ ପୋଲିସ ଏକ ମାମଲା ରୁଜୁ କରି ଘଟଣା ସ୍ଥଳ ରେ ପହଞ୍ଚି ସବ ଜବତ କରିଛି ପୋଲିସ l

ସେପଟେ ହତ୍ୟାକାଣ୍ଡ ରେ ସମ୍ପୃକ୍ତି ସନ୍ଦେହ ରେ ଜଣ କୁ ପୋଲିସ ଅଟକ ରଖିଥିବା ବେଳେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଛାନବିନ ଜାରିରଖିଛି l ଅନ୍ୟପଟେ ଗୁଣି ସନ୍ଦେହରେ ହତ୍ୟାକାଣ୍ଡ ହୋଇଥିବା ଆଲୋଚନା ହେଉଥିବା ବେଳେ ବର୍ତମାନ ପୁରୁଷ ଶୂନ୍ୟ ହୋଇପଡିଛି ପୁରା ଅନନ୍ତନଗର ଗାଁ l


Share: