କୂଳସରିଚୁଆଁ ପଞ୍ଚାୟତ ନିର୍ବାଚନ : ବିଶିଷ୍ଟ ସମାଜସେବୀ ତ୍ରିଲୋଚନ ଦଳାଇଙ୍କ ନାମାଙ୍କନ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

କଟକ /ଭୁବନେଶ୍ୱର :ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପାର୍ଥୀ ମାନଙ୍କର ନାମାଙ୍କନ ପତ୍ର ପ୍ରକ୍ରିୟା ଦାଖଲ ହେଉଥିବା ବେଳେ କଟକ ସଦର ବ୍ଲକ ଅନ୍ତର୍ଗତ ୪୨ ମୌଜା କୂଳସରିଚୁଆଁ ଗ୍ରାମ ପଞ୍ଚାୟତର ସରପଞ୍ଚ ପାର୍ଥୀ ଭାବେ ସମାଜସେବୀ ତଥା ଦକ୍ଷ ସଂଗଠକ ତ୍ରିଲୋଚନ ଦଳାଇ ପର୍ଥୀପତ୍ର ଦାଖଲ କରିଛନ୍ତି । ତେଣୁ ସେ ତାଙ୍କ ସମର୍ଥକ, ଗୁରୁଜନ, ଶୁଭେଛୁ ମାନଙ୍କ ଉପସ୍ଥିତିରେ ପାର୍ଥୀପତ୍ର ଦାଖଲ କହିଛନ୍ତି।

ADVT

ଜନସାଧାରଣଙ୍କ ଶ୍ରୀଯୁକ୍ତ ଦଳାଇଙ୍କ ପ୍ରତି ଆସ୍ଥା,ସ୍ନେହ, ଶ୍ରଦ୍ଧା ଓ ଲୋକପ୍ରିୟତାକୁ ପାଥେୟ କରି ସେ ନିର୍ବାଚନ ରଣାଙ୍ଗଣରେ ଅବତୀର୍ଣ୍ଣ ହୋଇଛନ୍ତି ଏବଂ ଅଞ୍ଚଳର ବିକାଶ,ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ଦୃଢ଼ ସଂକଳ୍ପ ରଖିଛନ୍ତି ।


Share: