ପ୍ରଚାର ଅଭିଯାନରେ ଈଶାଣୀବ୍ରହ୍ମପୁର ପଞ୍ଚାୟତର ସମିତି ସଭ୍ୟ ପାର୍ଥିନୀ ମଞ୍ଜୁଲତା ବାରିକ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ।

ADVT

କଟକ – କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ଈଶାଣୀବ୍ରହ୍ମପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ପାର୍ଥିନୀ ମଞ୍ଜୁଲତା ବାରିକ ନାମାଙ୍କନ ପତ୍ର ଦାଖଲ ପରେ ଅଧୁନା ନିଜ ପଞ୍ଚାୟତରେ ପ୍ରଚାର ଅଭିଯାନ ଚଳାଇଛନ୍ତି, ତାଙ୍କର ଟୁଲ ଚିହ୍ନ ରହିଛି ।

ADVT.

ମଞ୍ଜୁଲତାଙ୍କ ବିଚାରଧାରା ସମସ୍ତର ଗ୍ରହଣୀୟ ହେବାସହ ତାଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଉଛି ଏବଂ ସାଧାରଣ ଜନତାଙ୍କ ସେ ଆସ୍ତା ଭାଜନ ପାଲଟିଛନ୍ତି।


Share: