ହୋର୍ଡିଂ ଉପରେ ଚଢ଼ି ମୁକ୍ତିକାନ୍ତଙ୍କ ଆତ୍ମହତ୍ୟା ଧମକ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର ଆଜି ଭୁବନେଶ୍ୱର ର ଶିଶୁ ଭବନ ଛକରେ ଥିବା ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ିଲେ ରାଉରକେଲାର ଯୁବ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ଵାଳ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସୁଯୋଗ ନମିଳିବାରୁ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଉଥିବା ଦେଖିବାକୁ ମିଳିଥିଲା l ମୁକ୍ତିକାନ୍ତ ବିଶ୍ୱାଳ ରାଉଲକେଲାରୁ ଚାଲି ଚାଲି ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ଙ୍କୁ ଦେଖା କରିବାକୁ ଆସିଥିଲା ତେବେ ମୁଖ୍ୟମନ୍ତ୍ରୀ ସହ ଦେଖା ନହେବାରୁ ସେ ନିରାଶ ହୋଇ ନିକଟ ଏକ ଟାୱାର ଉପରେ ଚଢି ଆତ୍ମାହତ୍ୟା ଉ ଦ୍ୟମ କରିଛି l ସ୍ଥାନୀୟ ଅଞ୍ଚଳରେ ଲୋକାରଣ୍ୟ ଟ୍ରାଫିକ ବାଧାପ୍ରାପ୍ତ ହୋଇଥି ଲା l ତେବେ ମୁକୁତିକାନ୍ତ ସତଦିନ ହେଲା ଅପେକ୍ଷା କରିଥିଲା ସାକ୍ଷାତ ନ ହେବାରୁ ଆଜି ଏଭଳି ପ୍ରତିବାଦ କରିଛି l


Share: