ହେଲଥ କ୍ୟାମ୍ପ ଅନୁଷ୍ଠିତ

Share:

ମୋନରଞ୍ଜନ ମିଶ୍ର

ପଟାମୁଣ୍ଡାଇ :ପଟ୍ଟାମୁଣ୍ଡାଇ କଲେଜ ତରଫରୁ ଏକ ଗୋଟେ ଦିନ ର ହେଲଥ କ୍ୟାମ୍ପ ଆରମ୍ଭ ହୋଇ ଯାଇଛି ଏଠାରେ ବହୁତ ସଂଖ୍ୟାରେ ପିଲା ମାନେ ଯୋଗ ଦେଇଥିଲେ ଏବଂ ଡକ୍ଟର ଙ୍କୁ ତାଙ୍କ ରୋଗ ବିଷୟରେ କହିଥିଲେ ଏବଂ କଲେଜ ର ସମସ୍ତ ଷ୍ଟାଫ ଓ ଅଧ୍ୟକ୍ଷ ମାନେ ତାଙ୍କର ହେଲଥ ପରୀକ୍ଷା କରିଥିଲେ ଏଥିରେ ମୁଖ୍ୟ ଅତିଥି ଭାବରେ କଲେଜ ର ଅଧକ୍ଷ ପ୍ରଫେସର ପ୍ରଭାକର ରାଉତ ଯୋଗଦେଇ ହେଲଥ କ୍ୟାମ୍ପ ର ଉଦଘାଟନ କରିଥିଲେ।


Share: