ବନ୍ୟା କ୍ଷତିଗ୍ରସ୍ତ ଲୋକେ ସରକାରୀ ଅନୁଦାନରୁ ବଞ୍ଚିତ

Share:

ନିତ୍ୟ ସୁନ୍ଦର ଜେନା

କେଦ୍ରାପଡ଼ା :କେନ୍ଦ୍ରାପଡ଼ା ଜିଲ୍ଲା, ମହାକାଳପଡା ବ୍ଲକ , ମହାକାଳପଡା ପଞ୍ଚାୟତର ଗୋପାଳପୁର ଗ୍ରାମର 1 ନମ୍ବର ୱାର୍ଡ଼ର ଲୋକମାନେ ଚଳିତ ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କୁ ସରକାରୀ ଅନୁଦାନରୁ ବଞ୍ଚିତ ହେଇଥିବା କିଛି ଲୋକ ବାରମ୍ବାର ପ୍ରଶାସନିକ ଅଧିକାରୀ ଓ ସରପଞ୍ଚଙ୍କୁ ଜଣାଇଲା ପରେ କିଛି ସୁଫଳ ମିଳୁନାହିଁ।ସେଥିଯୋଗୁଁ ଜନ ଅସୋନ୍ତଷ ସୃଷ୍ଟି ହେବାରେ ଲାଗିଛି। ଏ ବାବଦରେ ଆମ ମାଧ୍ୟାମରେ ଲୋକେ ପ୍ରଶାସନ ପାଖରେ ଦାବି ପୂରଣ କରିବା ପାଇଁ ଦାବି କରୁଛନ୍ତି। ଆମ ପ୍ରତିନିଧି ସରପଞ୍ଚଙ୍କୁ ଅବଗତ କରାଇଲେ। ଏବଂ ସରପଞ୍ଚ ଏ ସମସ୍ୟାର ତୁରନ୍ତ ସମାଧନ କରିବେ ବୋଲି ପ୍ରତିଶୃତି ଦେଲେ।


Share: