ହେତୁ ବାଦୀଙ୍କ ନାମ ରେ ଏତଲା

Share:

ଓଡିଶା ବ୍ୟୁରୋ

ପୁରୀ :ଆଜି ରାଜ୍ୟ ସାକଦ୍ୱାପୀ ଦୈବଜ୍ଞ ବ୍ରହ୍ମଣ ମହାସଂଘ ଓଡିଶା ଶାଖା ପୁରୀ ଜିଲ୍ଲା ପକ୍ଷରୁ ହେତୁବାଦୀ ଙ୍କ ନାମ ରେ ଏତଲା ଦିଅ ଯାଇଛି l ପ୍ରକାଶ ଯେ ଗତ ପଚିଶ ତାରିଖ ଦିନ ସୂର୍ଯ୍ୟ ପରାଗ ଦିନ ସାରା ଓଡିଶା ଲୋକ ମାନେ ଦେଵ ନୀତି ଏବଂ ପାକ ନୀତି ପାଳନ କରିଥିଲେ l

ADVT.

କିନ୍ତୁ ହେତୁ ବାଦୀ ସଂଗଠନ ର କର୍ମକର୍ତ୍ତା ଜୋତିଶ ଶାସ୍ତ୍ର ଏକ ଭଣ୍ଡ ଶାସ୍ତ୍ର ହିନ୍ଦୁ ସମାଜ ଅନେକ ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଥିଲେ ଉକ୍ତ ଦିବସ ରେ ସର୍ବ ସାଧାରଣ ରେ ସ୍ଥାନରେ ଚିକେନ ବିରିୟାନୀ ଖାଇ ଗଣମାଧ୍ଯରେ ଧର୍ମବିରୋଧରେ ଅପପ୍ରଚାର କରିଥିବାରୁ ଆଜି ପୁରୀ ଠାଉନ ଥାନାରେ ଏକ ଏତଲା ଦିଆ ଯାଇଥିବା ଜଣାପଡିଛି l


Share: