ଅବକାରୀ ଚଢ଼ାଉ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ :ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଉପ -ନୀରିକ୍ଷିକା ଶ୍ରୀମତି ସ୍ମିତା ପଣ୍ଡାଙ୍କ ନେତୃତ୍ୱରେ ଗୋପ ଥାନା ଅଧୀନ ଗଣେଶ୍ୱରପୁର ତେଲଟାଙ୍କି ଠାରେ ବିବେକନନ୍ଦ ନାଏକ ,41ବର୍ଷଙ୍କୁ ଚଢ଼ଉ କରି 35 ଗ୍ରାମ ବ୍ରାଉନ ସୁଗାର(ହେରୋଇନ ) ସହ ଆସାମୀ ବ୍ୟବହୃତ କରୁଥିବା OR 02 AJ 6094 ନମ୍ବର ବିଶିଷ୍ଟ HERO HONDA CD-DAWN BIKE ଟିକୁ ଜବତ କରି କୋଣାର୍କ ଅବକାରୀ ଥାନା କେସ ନଂ 18/22-23ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ- କlରାଗରକୁ ପଠାଯାଇଛି. ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ 3,50,000 ଟଙ୍କାରୁ ଉର୍ଦ୍ଧ ହେବ.ଏହି ଚଢ଼ାଉରେ SI ଶ୍ରୀଯୁକ୍ତ ରଙ୍କନିଧି ମଲ୍ଲିକ, ASI ଲୋକନାଥ ପାତ୍ର, Staff- ଦୀନବନ୍ଧୁ ବାରିକ,ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ.


Share: