ଅବକାରୀ ଚଢ଼ାଉ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ :ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ଅବକାରୀ ସ୍କ୍ୱାଡ଼ର ନିରୀକ୍ଷକ ଶ୍ରୀଯୁକ୍ତ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ସତ୍ୟବାଦୀ ଥାନା ଅଧୀନ ସାକ୍ଷୀଗୋପାଳ ଷ୍ଟେସନ ବଜ଼ାର, କାଦୁଆ ଛକ ଏବଂ ବାଲିସାହି ଜଗlମାନଙ୍କଠାରେ ଚଢ଼ାଉକରି (1)ମିନତି ବେହେରା (2)ସୁରେଶ କୁମାର ସାହୁ ଏବଂ (3)ବିଜୟ ବେହେରାଙ୍କୁ ଗିରଫ କରି ସେମାନଙ୍କଠାରୁ ଯଥାକ୍ରମେ 150 ଲିଟର aska-40(ଦେଶୀ ମଦ), 5 କିଲୋଗ୍ରାମ ଭାଙ୍ଗ ଏବଂ 10 ଲିଟର aska-40(ଦେଶୀ ମଦ) ଜବତ କରାଗଲା.ସମସ୍ତ ଅସlମୀଙ୍କୁ ଜିଲ୍ଲା ମୋବାଇଲ ଅବକାରୀ ସ୍କ୍ୱାଡ଼ କେସ ନଂ-24,25 ଏବଂ 26/22-23ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କlରାଗରକୁ ପଠାଯାଇଛି. ଏହି ଚଢ଼ାଉରେ SI ଶ୍ରୀମତୀ ମମତା କୁମାରୀ ଦାସ, ଅବକାରୀ ASI -ଶ୍ରୀ ମାନସ କୁମାର ମିଶ୍ର ,staff-ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ପଣ୍ଡା, ଭିକଟୋରିଆ ଡୁଙ୍ଗ ଡୁଙ୍ଗ ପ୍ରମୁଖ ସାମିଲ ଥିଲେ.


Share: