କମ୍ବଳ ବଣ୍ଟନ

Share:

ଓଡିଶା ବ୍ୟୁରୋ ଚିଫ

ଭୁବନେଶ୍ୱର: ଆଜି ତିନଟି ଗ୍ରାମରେ କମ୍ବଳ ବାଟିଛନ୍ତି ବିଜେଡି ର ଖୋର୍ଦ୍ଧା ଜିଲ୍ଲାର ମହିଳା ସମ୍ପାଦିକା ନମିତା ନାୟକ l ଆଜି ସେ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ବାଣପୁର ବ୍ଲକ ଅନ୍ତର୍ଗତ ବୃଦ୍ଧପୁର, ଭାଗିରଥିପୁର, ରତ୍ନପୁର ଗ୍ରାମଙ୍କୁ କୁ ଯାଇ କମ୍ବଳ ବାଣ୍ଟିଛନ୍ତି


Share: