ପୁଣି ଫେରୀଛି ଶୀତ

Share:

ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁରୋଚିଫ 

ଭୁବନେଶ୍ୱର : ଫେରୀଛି ସାନ୍ଧ୍ୟ ହେଲା ମାତ୍ର ରେ ହାଲକା ଥଣ୍ଡା ପବନ ବହିବା ସହିତ ଶୀତ ଲାଗୁଛି lଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପୁଣି ଶୀତ ଫେରିଛି। 10-ତଳେ -7ସହର ବଢୁଛି ଶୀତ,7ସହର ରାତିର ତାପମାତ୍ର 10ଡିଗ୍ରୀ ତଳେ ଜି ଉଦୟଗିରୀ 6, ଡିଗ୍ରୀ,ଫୁଲବାଣୀ 6.6ଦାରିଙ୍ଗବାଡିରେ 7.5ଡିଗ୍ରୀ କିରେଇ 8.2, ଚିପିଲିମା 9.2, ଝାଶୁଗୁଡା ଓ ଭାବନୀପାଟଣା 9,6 ଡିଗ୍ରୀ ରାଣିତାଲ, କୋରାପୁଟ, ଅନୁଗୁଳ ଓ ସୁନ୍ଦରଗଡ଼ ତାପମାତ୍ରା 10ଡିଗ୍ରୀ


Share: