ଚିଲିକା ବୋଇତବନ୍ଦାଣ ମହୋଉତ୍ସବ

Share:

ଭୁବନେଶ୍ୱର :ଆମର ସଂସ୍କୃତି,ପରମ୍ପରା ଏବଂ ଐତିହ୍ୟର ପର୍ବ, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ବୋଇତବନ୍ଦାଣ ଉପଲକ୍ଷେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ ଏନ.ଏ.ସି ଠାରେ ପାରମ୍ପରିକ ଚିଲିକା ବୋଇତ ବନ୍ଦାଣ ମହୋଉତ୍ସବ 2022ଗତ କାଲି ବହୁ ଆଡମ୍ବର ଭାବରେ ପାଳନ ହୋଇଯାଇଅଛି l

ଓଡ଼ିଶାର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମହୋଦୟ, ରାଜ୍ୟସଭା ସାଂସଦ ମୁଜିବୁଲ୍ଲା (ମୁନା)ଖାଁ, ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ବିଭୁତି ଭୂଷଣ ବଳବନ୍ତରାୟ ଖୋର୍ଦ୍ଧା ବିଧାୟକ ଶ୍ରୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ମାନ୍ୟବର ବିଧାୟକ ଚିଲିକା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ ଙ୍କ ଧର୍ମପତ୍ନୀ ତଥା

ସମାଜସେବୀ, ନାରୀନେତ୍ରୀ ଏବଂ ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳ ମହିଳା ସୁସଂଘଠିକାଶ୍ରୀମତୀସ୍ୱାଗତିକାଯଗଦେଵମହୋଦୟା,ଯୋଗୋଦେଇଥିଲେ।


Share: