ଅବକାରୀଚଢ଼ାଉ

Share:

ଦିଲ୍ଲୀପ କୁମାର ସ୍ୱାଇଁ ଙ୍କ ରିପୋର୍ଟ

ଖୋର୍ଦ୍ଧା : ବାଲୁଗାଁ ଅବକାରୀ ବିଭାଗର ଅତର୍କିତ ଚଢ଼ାଉ ଖୁର୍ଦ୍ଧା ଜିଲ୍ଲା ବାଣପୁର କୌ ଅଧିନସ୍ଥ ସାଲିଆଡ୍ୟାମ ପ୍ରଧାନସାହି ଦେଶୀମଦଭାଟିଉପରେ ଚଢ଼ାଉକରିଥିଲେ ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସ ସୂଚନା ଦେଇଛନ୍ତି କୌଣସି ବିଶେଷ ସୂତ୍ରରୁ ସୂଚନାପାଇ ମହୁଲିମଦ ଉତ୍ପାଦନର ଆଡା ପ୍ରଧାନସାହିରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ ଖୁର୍ଦ୍ଧା ମୋବାଇଲ ସ୍କୁଆଡ଼ ସସ୍ମିତା ହୋତା ଟାଙ୍ଗୀ ରେଞ୍ଜଅଧିକାରୀ ଆଲୋକ ପ୍ରଧାନ ଓ ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସ ଙ୍କ ନେତୃତ୍ୱରେ ମିଳିତଚଢ଼ାଉଫଳରେ ଚାରିସହ କିଲୋଗ୍ରାମର ପୋଚ ତିନିଶହ ଚାଳିଶିଲିଟର ଦେଶୀ ମଦକୁ ଜବତକରାଯାଇ ନଷ୍ଟକରାଯାଇଛି କେସନମ୍ବର 32/22ଏବୌ 23ରେ ମାମଲା ରୁଜୁକରି ତଦନ୍ତ ଚାଲୁରଖିଛନ୍ତି ଅବକାରୀ ବିଭାଗ


Share: