ପଦ୍ମପୁର ପଂଚାୟତ ସମିତି ପ୍ରାର୍ଥୀ ଘରକୁ ଘର ବୁଲି ଭୋଟ ଭିକ୍ଷା

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ।

ରାୟଗଡ; ରାୟଗଡ ଜ଼ୀଲ୍ଲା ର ଏକ ସମ୍ମାନ ସ୍ପଦକ ବ୍ଲକ ହେଉଛି ପଦ୍ମପୁର ବ୍ଲକ ଓ ସଦରମହକୁମା

ADVT.

ର ସମିଟିସଭ୍ୟ ଆସନ ଟି ଅଣ ସଂରକ୍ଷିତ ଥିବାରୁ ଏହିଥର ବହୁ ପ୍ରର୍ଥୀ ନିର୍ଵାଚିତ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ସେଥିମଧ୍ୟରୁ ଏକ ସମାଜସେବୀ ଏହି ଅଞ୍ଚଳର ଏକ ଯୁବ ନେତା ରଘୁନନ୍ଦନ ନାୟକଙ୍କ ଭାଇ ମହେଶ କୁମାର ନାୟକ ନିର୍ଵାଚରେ ଅବତୀର୍ଣ୍ଣ ହୋଇ ଘ କୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଏହି ବ୍ଲକ ର ପାନୀୟ ଜଳ ସମସ୍ୟା ତଥା ଏହି ପଂଚାୟତ ର ଜନସଂଖ୍ୟ ବଢି ଚାଲିଛି ଏହା କୁ ଏନ ଏ ସି କରିବା

ADVT.

ସହିତ ଶିକ୍ଷା ସ୍ୱାସ୍ତ୍ୟ ଉପରେ ଗୁରୁତ୍ବ ଦେଈ ଭୋଟ ମାଗିବାରେ ଲାଗିଛନ୍ତି ଏଠି ପୂର୍ବରୁ ମହେଶ ବହୁତ ଜନମଙ୍ଗଳ କାର୍ଯ୍ୟକ୍ରମ କରି ଲୋକଙ୍କ ନିକଟତର ହୋଇଥିବା ରୁ ସେ ଏହି ନିର୍ବଚନ ବୈତରଣୀ ପରିହେବେ ବୋଲି ଜନସାଧାରଣ ରର ଆଲୋଚନା

ADVT.

ହେବାର ଦେଖିବାକୁ ମିଳିଛି ତାଙ୍କରି ସହିତ ବ୍ରଜସୁନ୍ଦର ପାଣିଗ୍ରାହୀ ରଘୁନନ୍ଦନ ନାୟକ ଓ ବହୁ ଯୁବକ ବାହାରି ଭୋଟ ଭିକ୍ଷା କରୁଛନ୍ତି ଆଗାମୀ 24 ତାରିଖରେ ଅନୁଷ୍ଠିତ ହେବା କୁ ଥିବା ନିର୍ବାଚନ ରେ ଜନତା ଜନାର୍ଦନ କାହାକୁ ଭୋଟ ଦେବେତାହା ଦେଖିବା କୁ ବାକି ରହିଲା

ADVT.

Share: