ପେଣ୍ଠ ବେଳାଭୂମି ସଫେଇ

Share:

ମନରଞ୍ଜନ ମିଶ୍ର

ପଟ୍ଟାମୁଣ୍ଡାଇ: ନେହେରୁ ଯୁବକେନ୍ଦ୍ର ଓ ଉତ୍କଳମଣି ଯୁବକ ସଂଘ ପକ୍ଷରୁ ମିଳିତ ଆନୁକୁଲ୍ୟା ରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଦିନ ଅବସର ରେ ରାଜନଗର ବ୍ଲକ ପେଣ୍ଠ ବେଳାଭୂମି କୁ ସଫେଇ କରା ଯାଇଛି ନେହେରୁ ଯୁବକେନ୍ଦ୍ରର ପଟ୍ଟାମୁଣ୍ଡାଇ ବ୍ଲକ ସଂଯୋଜକ ରଘେବେନ୍ଦ୍ର ମହାନ୍ତି ଶ୍ରବଣ କୁମାର ବେହେରା ଙ୍କ ନେତୃତ୍ୱରେ ଯୁବକ ମାନେ ବେଳା ଭୂମି ସଫେଇ ସହ ପ୍ରଜ୍ୟଟକ ଙ୍କୁ ପ୍ଲାଷ୍ଟିକ ବ୍ୟବହାର ନ କରିବା ଓ ପଲ୍ଥିନ , ପାଣି ବୋତଲ, ପାଣି ପାଉଜ୍ ପ୍ରଭୃତି ଏଣେ ତେଣେ ନ ପକାଇବାକୁ ସଚେତନ କରିଥିଲେ।


Share: