ଅଗ୍ନୀ ବିପନ୍ନଙ୍କୁ ସ୍ବେଚ୍ଛାସେବୀ ବର୍ଗଙ୍କ ପକ୍ଷରୁ ସହାୟତା

Share:

ଓଡିଶା ବ୍ୟୁରୋଚିଫ, ସମୀର ରଞ୍ଜନ ।

ଭୁବନେଶ୍ୱର /କଟକ : କଟକ ସଦର ୪୨ ମୌଜା ବ୍ରହ୍ମପୁର ପଞ୍ଚାୟତ ଭୋଇସାହି ସ୍ଥିତ ସ୍ମୃତିକାନ୍ତ ଭୋଇଙ୍କ ଘର ବଜ୍ରପାତ ଜନିତ ଦୁର୍ଘଟଣାରେ ପୋଡ଼ି ହୋଇ ଯାଇଥିବା ଖବର ପାଇ ମହିଳା ସ୍ବେଚ୍ଛାସେବୀ ବର୍ଗ ସୁମିତା ଦେବତା, ମମତା ବେହେରା,ନିତୁଶ୍ରୀ ଦେବତା, ମମତା ନନ୍ଦ ଯାଇ ବିପନ୍ନ ପରିବାରକୁ ଶୁଖିଲା ଖାଦ୍ୟ,ବସ୍ତ୍ର ଓ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।


Share: