ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ

Share:

ଓଡିଶା ବ୍ୟୁରୋଚିଫ ।

ନୟାଗଡ : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ମିଳିଥିବା ସୂଚନା ଅନୁସାରେ ନୟାଗଡ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ

ଆୟ ବହିଁଭୂତ ସମ୍ପର୍ତ୍ତ ଠୁଳ ଅଭିଯୋଗରେ ଏଏସ ଏସଓ଼ ଜୟନ୍ତ କୁମାର ଦାସଙ୍କ ଘରେ ରେଡ଼ ହୋଇଛି । ଏକାକାଳିନ 6ଟି ସ୍ଥନରେ ଚଢ଼ାଉ କରିଛି ଟିମ ଓଡ଼ଗାଁ ଘର ନୟାଗଡ ସହରରେ ଥିବା ଘର, ବିରୁଡା ଗାଁରେ ଥିବା ଘରେ ଚଢ଼ାଉ ଜାରିରହିଛି । ନୟାଗଡ ସରକାରୀ କାର୍ଯ୍ୟଳୟ ରେ ବି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ପକ୍ଷରୁ ଜାରିରହିଛି ।

ନଗଦ 2 ଲକ୍ଷ 74 ହଜାର ଟଙ୍କା, ଗୋଟିଏ ଚାରି ଚକିଆ ଓ଼ 3ଟି 3ଚକିଆ ଗାଡି ଜବତ ହୋଇଛି । 4ଡିଏସ ପି,8ଇନିସେପେକ୍ଟ ଜଣେ ଏସଆଇ ଓ଼ 4ଏଏସଆଇ ନେଇ ଚାଲିଛି ରେଡ଼ ।


Share: