ଭିଜିଲାନ୍ସ କବ୍ଜାରେ ଆଉ ଜଣେ ବାବୁ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର : ଆଜି ଭିଜିଲାନ୍ସ ଜାଲ ଆଉ ଜଣେ ସରକାରୀ ବାବୁ ପଡ଼ିଥିବା ଖବର ମିଳିଛି ମିଳି ଥିବା ଖବର ଅନୁଯାଇ ଭବାନୀପାଟଣା ପୌର ପରିଷଦ ଉପନିର୍ବାହୀ ଯନ୍ତ୍ରୀ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ଉପନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କ ଘରେ ଭିଜଲାନ୍ସ ଚଢ଼ାଉ କରିଛି । ଭବାନୀପାଟଣା ମହାବୀର ପଡ଼ାରେ ଥିବା ବାସ ଭବନ ସମେତ 4ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି ।


Share: