ଭାବା ବ୍ରାଣ୍ଡ ଓଡ଼ିଆ କନ୍ନକ୍ଳେଭ 2023ରେ ଚନ୍ଦ୍ରପୁର ବ୍ଲକ ଅଧକ୍ଷ କୟନ ସମ୍ମାନିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ଜ଼ିଲ୍ଲା ର ମୋପ୍ରବଣ ଆଦିବାସୀ ଅଧିଷ୍ୟୁତ ଘଞ୍ଚ ଜଙ୍ଗଲ ପାହାଡ଼ ଘେରା ଚନ୍ଦ୍ରପୁର ବ୍ଲକ ର ୟୁବ ଆଦିବାସୀ ବ୍ଲକ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା କରାଯାଇଛି l ଗତ 2022 ରେ ଆଦିବାସୀ ଯୁବକ କୟନ କିମ୍ମାବକା ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ହୋଇ ପରେ ବ୍ଲକ ଅଧକ୍ଷ ରର ନିର୍ବାଚିତ ହୋଇଥିଲେ l ନିର୍ବାଚିତ ପରେ ନିଜକୁ କୟନ ଜନସାଧାରଣ ଙ୍କ ସେବାରେ ନିୟୋଜିତ କରି ଏହି ଅଂଚଳ ର ବିକାଶ ପାଇଁ ଦିନ ରାତି ବିଭିନ୍ନ ଅଂଚଳ ବୁଲି ସରକାର ଙ୍କ ବିଭିନ୍ନ ପ୍ରକାର ର ଉନ୍ନତି ମୂଳକ କାର୍ଯ୍ୟ ସହିତ ଜନସାଧାରଣ ଙ୍କ ସେବାରେ ଲାଗିପଡିଲେ ସେଥିପାଇଁ ଭାବା ବ୍ରାଣ୍ଡ କନ୍ନକ୍ଳେଭ ଓଡ଼ିଆ 2023 ପକ୍ଷରୁ ସାମାଜିକ କର୍ମୀ ଶ୍ରୀ ଜଗଦାନନ୍ଦ ପଣ୍ଡା, ପୂର୍ବତନ ଅର୍ଥ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ଘଡେଇ, ବିଶିଷ୍ଟ ଶିଳ୍ପପତି ଆର ପି ଗୁପ୍ତା, ପ୍ରୋଫେସର ପ୍ରଫୁଲ କୁମାର ଧଳ, ଅର୍ଥନୀତିଜ୍ଞ ଡାକ୍ତର ପ୍ରଭାସ ମିଶ୍ର ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଙ୍କ ଉପସ୍ଥିତ ରର ଉପ ଢ଼ୋକନ ସହିତ ମନ ପତ୍ର ଦେଇ ସମ୍ମାନିତ କରାଯାଇଥିଲା l ମୋର ସାଶନ କାଳ ରେ ଏହି ବ୍ଲକ ର ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ ଉପରେ ବିଶେଷ କାମ କରିବି ବୋଲି କହିଛନ୍ତି l ଏହି ବ୍ଲକ ର ପବିତ୍ର ସ୍ଥଳ ମିନାଝୋଲା କୁ ଦେଶ ବିଦେଶ ରେ କିପରି ସ୍ଥାନ ପାଇବ ତାହା ମୋର ମୂଳ ଲକ୍ଷ୍ୟ ମୁ ଜନସାଧାରଣ ଙ୍କ ଅନୁରୋଧ କରୁଛି ସେମାନେ ମୋତେ ସ ସହଯୋଗ କରନ୍ତୁ ମୁ ଚନ୍ଦ୍ରପୁର ବ୍ଲକ କୁ ଅତିସୁନ୍ଦର ଭାବେ ଗଢି ଓଡିଶା ରର ଏକ ନମ୍ବର କରି ଦେଖାଇବି କିନ୍ତୁ ମିତେ ବ୍ଲକ ର ସମସ୍ତ ଜନସାଧାରଣ ଙ୍କ ସାହାଯ୍ୟ ଓ ଆଶୀର୍ବାଦ ଦରକାର ବୋଲୁ କହିଲେ l


Share: