ପଦ୍ମଶ୍ରୀ ନନ୍ଦ ସାରଙ୍କ ପରଲୋକ

Share:

ଭୁବନେଶ୍ୱର ରାଜେଶ ନାୟକ

ଭୁବନେଶ୍ୱର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ନନ୍ଦ କିଶୋର ପୃଷ୍ଟି ଓରଫ୍ ନନ୍ଦ ସାରଙ୍କର ପରଲୋକ । ୧୦୪ ବର୍ଷ ବୟସରେ ଭୁବନେଶ୍ୱର ସମ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ପରଲୋକ ନେଇ ନନ୍ଦ ସାରଙ୍କ ନାତି ଖଗେଶ୍ୱର ପୃଷ୍ଟି ସୂଚନା ଦେଇଛନ୍ତି । ଆଜି ଦିନ ୧ଟା ୨୮ରେ ନନ୍ଦ ସାରଙ୍କ ପରଲୋକ ହୋଇଥିବା ନେଇ ସମ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି
ଚାଟଶାଳୀରେ ପିଲାଙ୍କୁ ପାଠ ପଢ଼ାଇ ନନ୍ଦ ସାର୍ ଚର୍ଚ୍ଚିତ ଥିଲେ । ନଭେମ୍ବ ୯ ତାରିଖରେ ସେ ରାଷ୍ଟପତିରାମନାଥ କୋବିନ୍ଦଙ୍କଠାରୁ ପଦ୍ମଶ୍ରୀ ଗ୍ରହଣ କରିଥିଲେ ।


Share: