ସୂଷ୍ଟି ହେଲା ବାତ୍ୟା, ଘଣ୍ଟା ପ୍ରତି ତେର କିମି ବେଗରେ ଆସୁଛି ମାଡି

Share:

ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର :ସକ୍ରିୟ ହେଉଛି ଗଭୀର ଅବପାତ, କିଛି ସମୟ ମଧ୍ୟରେ ବାତ୍ୟାର ରୂପ ନେବା ସମ୍ଭାବନା , ପୁରୀ ଠାରୁ ଦକ୍ଷିଣ ଦକ୍ଷିଣ -ପୂର୍ବ ଦିଗରେ ୧୧୦୦ କିମି ଦୂରରେ କେନ୍ଦ୍ରୀଭୂତ, ବର୍ତମାନ ଏହା ଘଣ୍ଟା ପ୍ରତି ୧୩ କମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି


Share: