ରିବେଲ ପରିବାର ୫ତମ ବାର୍ଷିକ ଉତ୍ସବ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର /ଯାଜପୁର :ରେବେଲ ପରିବାର ପାଇଁ ଏହା ଏକ ଅବିସ୍ମରଣୀୟ ଦିନ ଯାହାକି ଆଜକୁ ୫ବର୍ଷ ପୂର୍ବେ ଏହି ଦିନରେ ଗଢିଉଠିଥିଲା REBEL FAMILY(Estd -20.04.2018) ଯାହାର ପ୍ରତୀକ ଥିଲା କି ଅନ୍ଯାୟ ବିରୁଦ୍ଧରେ ଲଢିବାସହ ସମାଜସେବା ରେ ନିୟୋଜିତ ହୋଇ ଦୁଃଖୀ ଅଭାବୀ ଙ୍କ ମୁଖରେ ହସ ଫୁଟାଇବା। ପରିବାର ୫ତମ ବାର୍ଷିକ ଉତ୍ସବ ରେ ପରିବାରର ସଦସ୍ୟ ମିଶି ୫ ଟି କାର୍ଯ୍ୟକ୍ରମ ରଖି ଥିଲେ
ପ୍ରଥମ-ଯାଜପୁର ପୌରପାଳିକା ଥାନା ରେ ସଫେଇ କାର୍ଯ୍ୟକ୍ରମଦ୍ୱତୀୟ- ଯାଜପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ର ସ୍କୁଲ ରେ ବୃକ୍ଷ ରୋପଣତୃତୀୟ-ଯାଜପୁର ଜିଲ୍ଲାର ମୁଖ୍ଯ ଚିକିତ୍ସାଳୟରେ ରକ୍ତଦାନ ଶିବିରଚତୁର୍ଥ-ମଙ୍ଗଳପୁର ଲଷ୍ମୀ ନାରାୟଣ ବୃଦ୍ଧ ଆଶ୍ରମ ରେ ଶୁଖିଲା ଖାଦ୍ୟ ବଣ୍ଟନପଞ୍ଚମ -ବଡଚନା ବାଳକ ଆଶ୍ରମ ରେ କୁନି ପିଲାମାନଙ୍କୁ ଶୁଖିଲା ଖାଦ୍ୟ ସହ ପାଠ୍ୟ ସାମଗ୍ରିକ ଦ୍ରବ୍ୟ ପ୍ରଦାନଏହି ପରି ୫ତମ ବାର୍ଷିକ ଉତ୍ସବ ର ୫ ଟି କାର୍ଯ୍ୟକ୍ରମ ଆନନ୍ଦମୟ ଥିଲା ଓ ୫ ଟି କାର୍ଯ୍ୟକ୍ରମ ରେ ପରିବାର ସଦସ୍ୟ ମାନେ ଯୋଗଦାନ ସହ ସମସ୍ତ କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ରୂପେ ସଦସ୍ୟ ମାନେ ସମାପ୍ତି କରି ଥିଲେ l


Share: