ଵିଜେପି ଦଳ ତରଫରୁ ଭିଟାମାଟି ଓ ଭାତ ହାଣ୍ଡିର ସ୍ଥୟୀ ସମାଧାନ ପାଇଁ ସତ୍ୟାଗ୍ରହ ଓ ଦାବି ପତ୍ର

Share:

ନିତ୍ୟ ସୁନ୍ଦର ଜେନା ସ୍ବତନ୍ତ୍ରପ୍ରତିନିଧି

କେନ୍ଦ୍ରାପଡ଼ା :କେଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମହାକାଳପଡା ଛକଠାରୁ ଏକ ବିରାଟ ରାଲିରେ ଆୟୋଜନ କରାଯାଇଥିଲା ଉକ୍ତ ରାଲି ମହାକାଳପଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବା ପରେ ପାଖରେ ଥିବା ଏକ ପଡ଼ିଆରେ ଏକ ସାଧାରଣ ସଭା କରାଯାଇଥିଲା ୧୧ଦଫା ଦାବି ନେଇ ଏକ ଦାବିପତ୍ର ମହାମହିମ ରାଜ୍ୟ ପାଳଙ୍କ ଉଦ୍ଦେଶ୍ୟ ରେ ମହାକାଳପଡା ତହସିଲ ର ତହସିଲଦାର ସଭା ସ୍ଥଳରୁ ଦାବିପତ୍ର ଗ୍ରହଣ କରିଥିଲେ ଏବଂ କହିଥିଲେ ଯେ ତହସିଲ ସଂମ୍ପର୍କୀୟ ଯେଉଁ ଅଭିଯୋଗ ଅଛି ତାହା କୁ କିପରି ସମାଧାନ କରିହେବ ସେଥିପାଇଁ ବ୍ୟବସ୍ଥା କରିବେ ଏବଂ ଦାବି ପତ୍ର ମହାମହିମ ରାଜ୍ୟ ପାଳଙ୍କୁ ଯଥାଶୀଘ୍ର ପ୍ରେରଣ କରି ବେ ଭୂଵନମୋହନ ଜେନା ମଧ୍ୟ ତାଙ୍କ ପ୍ରତି କ୍ରିୟାରେ କରିଥିଲେ ଯେ ମହାଳପଡା ବାସି କିପରି ଅବହେଳିତ ହୋଇ ଛନ୍ତି ସେ ସଂମ୍ପର୍କରେ ଉତ୍ଥାପନ କରିଥିଲେ ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବ ତନ ଜିଲ୍ଲା ସଭାପତି ଦୁର୍ଯୋଧନ ସାହୁ ପୂର୍ବତନ ବିଧାୟକ ଅଲେଖ ଜେନା ବିଜେପି ନେତା ଶାରଦା ନାୟକ ସ୍ଥାନୀୟ କୃଷକ ମୋର୍ଚ୍ଚା ନେତା ପବିତ୍ର ପରିଡ଼ା ନାରୀନେତ୍ରୀ ରୋଜାଲିନ ମହାନ୍ତି ପ୍ରମୁଖ ବିଜେପି ନେତାମାନେ ଯୋଗଦେଇଥିଲେ ବହୁ ସଂଖ୍ୟା ରେ ବିଜେପି କର୍ମୀ ତଥା ମହିଳା ମାନେ ଯୋଗ ଦାନ କରିଥିଲେ ଉକ୍ତ କାର୍ଯ୍ୟକ୍ରମ ସକାଳ ୧୧ଘଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ ୩ଘଟିକା ପର୍ଯ୍ୟନ୍ତ ଚାଲିଥିଲା


Share: