ପୁରୀରେ ପୁଣି ଫୁଟିଲା ଗୁଳି, ଜଣେ ସେବକ ମୃତ, ପୋଲିସ କୁ ଖୋଲା ଚେଞ୍ଜ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ: ପୁରୀ ରେ ଆଜି ପୁଣି ସେବାୟତ ଙ୍କୁ ଗୁଳି କରି ହତ୍ୟା ହୋଇ ଥିବା ଖବର ମିଳି ଛି ମିଳିଥିବା ଖବର ଅନୁଯାଇ ଆଜି ସଂଧ୍ୟାରେ ପୁରୀର ଏମାର ମଠ ନିକଟରେ ଏକ ଗୁଳିକାଣ୍ଡ ଘଟିଯାଇଛି। ଜଣେ ଦୁର୍ବତ ଦୁଇ ରାଉଣ୍ଡ ଗୁଳି ଚାଳନା କରି ସେଠାରୁ ଫେରାର ହୋଇଯାଇଛି। ଏହି ଗୁଳି କାଣ୍ଡରେ ତଳଚ୍ଛୁ ସାହିର ଶିବରାମ ପାତ୍ରଙ୍କ ମୃତ୍ୟୁ ହୋଇଛି। ସେ ହେଉଛନ୍ତି ଶ୍ରୀଲୋକନାଥ ମନ୍ଦିରର ସେବକ।

ତେବେ ଏ ନେଇ ପୋଲିସ ଜଣଙ୍କୁ ଅଟକ ରଖିଛି। ତାହାର ନାମ ଚନ୍ଦନ ବାରିକ ବୋଲି ଜଣାପଡିଛି। ତାପାଖରୁ ବନ୍ଧୁକ ମଧ୍ୟ ଜବତ ହୋଇଥିବାର ଜଣାପଡିଛି।


Share: