୩୨ ତମ ବନମହୋତ୍ସବ ପାଳନ

Share:

ନିତ୍ୟସୁନ୍ଦର ଜେନା

କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଅମିରାବାଦ ସତ୍ ସଙ୍ଗ ମନ୍ଦିର ଆନୁକୁଲ୍ୟରେ ନିଗିନିପୁର କାକୁଡିଆପାଳଠାରେ ପରମଦରଦୀ ପରମପ୍ରେମମୟ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ଙ୍କର ବନମହୋତ୍ସବ ପାଳନ କାର୍ଯ୍ୟକ୍ରମ ହୋଇଅଛି ଉକ୍ତ କାର୍ଯ୍ୟକ୍ରମ ରେ ବହୁସଂଖ୍ୟାରେ ଭାଇ ଓ ମା ମାନେ ଯୋଗ ଦେଇଥିଲେ
ରିତିକ୍ ନିରଞ୍ଜନ ବେହେରା ସତସଙ୍ଗ
ପରିଚାଳନା କରିଥିଲେ ଯାଜକ ପୁର୍ଣ୍ଣ ଚନ୍ଦ୍ର ପ୍ରଧାନ ତଥା ମହେଶ୍ୱର ଦା ଦା ;
ପ୍ରଦ୍ୟୁମ୍ନ ସାହୁ ;ସନ୍ଦିପ କୁମାର ଦାସ; ନିରାକାର ଜେନା ;ନିତ୍ୟାନନ୍ଦ ଦାସ ; ସୁବ୍ରତ କୁମାର ଦାସ; ପ୍ରମୂଖ ଅନେକ ଗୁରୁଭାଇ ଓ ମା ମାନଙ୍କ ର ସଂଖ୍ୟା ବହୁତ ଅଧିକ ଥିବା ର ଦେଖି ବାକୁ ମିଳିଥିଲା ପାଖ ପାଖି ଅଞ୍ଚଳ ର ପ୍ରାୟ ୨୦୦୦ ଭକ୍ତମାନେ ସାମିଲ ହୋଇ ଥିବା ର
ଅନୁମାନ କରାଯାଉଅଛି ସତସଂଙ୍ଗ ପରେ ପରେ ଆନନ୍ଦ ବଜାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ତେଣୁ ଭକ୍ତମାନେ ଉସ୍ରାହ ଉନ୍ଦିପନ୍ନା ଭିତରେ ଶାନ୍ତି ପୂର୍ଣ୍ଣ ଭାବରେ ବନୋମହୋସ୍ରବ କାର୍ଯ୍ୟକ୍ରମ କୁ ପାଳନ କରିଅଛନ୍ତି


Share: