ଝଡ ତୋଫାନରେ କ୍ଷୟକ୍ଷତି ୨ଟି ଗାଁ ବୁଲି ଦେଖିଲେ ବିଧାୟକ ମକରନ୍ଦ ମୁଦୁଲିନିଜ ପାଣ୍ଠିରୁ ଘରକୁ ଛାତ ଦେବା ପାଇଁ ସହାୟତାର ଦେଲେ ପ୍ରତିଶୃତି ଅମୁଲ୍ୟ ନିଶଙ୍କ ରାୟଗଡା :ରାୟଗଡା ଜିଲ୍ଳା କାଶିପୁର ବ୍ଳକରେ ଗତ ସପ୍ତାହ ମଧ୍ୟରେ ପଶ୍ଚିମା ଝଡ ପ୍ରଭାବରେ ହୋଇଥିବା ଝଡ ତୋଫାନ ସହ କୁଆପଥର ବର୍ଷା ଯୋଗୁଁ ଅନେକ ଗାଁରେ ବହୁ କ୍ଷୟକ୍ଷତି ହୋଇଥିଲା । ପ୍ରଶାସନିକ ସ୍ତରରେ ପ୍ରଭାବିତ ପରିବାରଙ୍କୁ କିଛି ଟା ସାହାର୍ଯ୍ୟ ମିଳିଥିବା ବେଳେ ଆଜି ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ବ୍ଳକର ଶିରିପାଇ ଗ୍ରାମ ପଂଚାୟତ ଅନ୍ତର୍ଗତ ବାସଙ୍ଗମାଳି ଓ ଉପର ମାଣ୍ଡିଝୋଲା ଗ୍ରାମ ପରିଦର୍ଶନ କରି କ୍ଷୟକ୍ଷତି ପରିବାରଙ୍କ ସହ ଆଲୋଚନା କରିଥିଲେ । ଉଭୟ ଗ୍ରାମରେ ଅନେକଙ୍କ ଘର ଟିଣ ଛପର ତୋଫାନରେ ଉଡି ଯାଇଥିବା ବେଳେ ପଲିଥିନ୍ ତଳେ ଉକ୍ତ ପରିବାରମାନେ ଏବେ ଦିନ କାଟୁଛନ୍ତି ଏବଂ ଅନେକ ଲୋକେ କୁଆପଥର ବର୍ଷା ମାଡରେ ଆହାତ ହୋଇ ମେଡିକଲରେ ଚିିକିତ୍ସା ହେଉଛନ୍ତି । ଏହି ମଧ୍ୟରେ ଅଦିନିଆ ବର୍ଷା ବେଳେ ବେଳେ ପଡୁଥିବା ଯୋଗୁଁ ବାହାରେ ରହୁଥିବା ପ୍ରଭାବିତ ପରିବାରମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ବିଧାୟକ ଶ୍ରୀ ମୁଦୁଲି ଜାଣିବାକୁ ପାଇଥିଲେ । ନିଜ ପାଣ୍ଠିରୁ ଆର୍ଥିକ ସହାୟତା କରି ଯୁଦ୍ଧକାଳୀନ ଭିତିରେ ଘରମାନଙ୍କରେ ଆଜବେଷ୍ଟ ଟିଣ ଲଗାଯିବାର ବ୍ୟବସ୍ଥା କରାଯିବାର ପ୍ରତିଶୃତି ଦେବା ସହ ପ୍ରଶାସନସ୍ତରରେ ଆଲୋଚନା କରି ଅନ୍ୟ ସରକାରୀ ସହାୟତା ଯୋଗାଇ ଦେବା ଦିଆଯିବ ବୋଲି ଗ୍ରାମବାସୀଙ୍କୁ ଆଶ୍ୱସନା ଦେଇଛନ୍ତି । ବିଧାୟକ ଶ୍ରୀ ମୁଦୁଲିଙ୍କୁ ସହାୟତାକୁ ନେଇ ଗ୍ରାମବାସୀମାନେ କୃତଞତା ଜଣାଇଛନ୍ତି ।

ଅମୁଲ୍ୟ ନିଶଙ୍କ ରାୟଗଡା :ରାୟଗଡା ଜିଲ୍ଳା କାଶିପୁର ବ୍ଳକରେ ଗତ ସପ୍ତାହ ମଧ୍ୟରେ ପଶ୍ଚିମା ଝଡ ପ୍ରଭାବରେ ହୋଇଥିବା ଝଡ ତୋଫାନ ସହ କୁଆପଥର ବର୍ଷା ଯୋଗୁଁ

आगे पढ़ें

‘ଜ୍ୱିଗାଟୋ’ ଚଳଚ୍ଚିତ୍ର ଉପରୁ ପ୍ରମୋଦ କରଛାଡ କଲେ ରାଜ୍ୟ ସରକାର

ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁରୋଚିଫ ଭୁବନେଶ୍ୱର:ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ

आगे पढ़ें

ମନ୍ତରଝୋଲା ପାଠରଖଣୀ ପାଇଁ ଜନଶୁଣାଣୀ ଅନୁଷ୍ଠିତ

ରାୟଗଡା:ଅମୁଲ୍ୟ ନିଶଙ୍କ ରାୟଗଡା :ରାୟଗଡା ଜ଼ିଲ୍ଲା ଓ ରାୟଗଡା ତାହାସିଲ ଅନ୍ତର୍ଗତ ମାଲିଗାଁ ରାଜସ୍ବ ନିରୀକ୍ଷକ ପରିମାଣ୍ଡଳ ଅନ୍ତର୍ଗତ ମନ୍ତରଝୋଲା ଗ୍ରାମର 5.665 ହେକଟର ପରିମିତ ଅଂଚଳ

आगे पढ़ें

ଆନ୍ଧ୍ର-ଓଡ଼ିଶା ସୀମା ବିବାଦ, ପୋଖରୀ ଖନନ କାର୍ଯ୍ୟ ବନ୍ଦ କଲା ପ୍ରଶାସନ ଏଥିପାଇଁ କଣ ପ୍ରଶାସନ ଦାଈ ନୁହନ୍ତି କି

ଅମୁଲ୍ୟ ନିଶଙ୍କ ରାୟଗଡା : ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ସୁଲୁଡ଼ି ମୌଜା ଅଧିନସ୍ଥ ଲାଉଗୁଡ଼ାରେ ଆନ୍ଧ୍ର ସରକାର ପକ୍ଷରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ

आगे पढ़ें

ଦୁମୁକୁପାଡ଼ୁ ଗ୍ରାମ ର ସମସ୍ୟା ନେଇ କୋଳନରା ବ୍ଲକ ପଂଚାୟତ ସମିତି ଙ୍କ ବିଡିଓ ଙ୍କ ଠାରେ ଫେରାଦ

ଅମୁଲ୍ୟ ନିଶଙ୍କ ରାୟଗଡା :କୋଳନରା ବ୍ଲକ ସଦର ମୋହକୁମା ଠାରୁ ଅଳ୍ପ ଦୂରରେ କୋଳନରା ପଂଚାୟତ ର ଦୁମୁକୁପାଡ଼ୁ ଗ୍ରାମ ଅବସ୍ଥିତ l ଦେଶ ସ୍ୱାଧୀନତା ର

आगे पढ़ें

न्यूज़ लखनऊ:फाइलेरिया की पीड़ा को समझने वाले प्रिंसिपल ने स्कूल के सभी बच्चों को खिलाई दवा

जतिन कुमार चतुर्वेदी फाइलेरिया की पीड़ा को बक्शी का तालाब ब्लॉक के कठवारा प्राथमिक विद्यालय के प्रधानाध्यापक अनुराग मुखर्जी से

आगे पढ़ें

बाबा साहब के संघर्षों और संत रविदास की आध्यात्मिकता समाज के उत्थान में बड़ी भूमिका है। -सांसद विष्णु दयाल राम ।

सम्पूर्णमाया संवाददाता मेदिनीनगर पलामू (बेनीमामधवसिंह)। बाबा साहब भीमराव अंबेडकर एवं संत रविदास दो ऐसे महामानव हुए जिनके संघर्षों एवं आध्यात्मिक

आगे पढ़ें

छह वकीलों के इलाहाबाद हाईकोर्ट में अपर जज की शपथ के साथ कार्य शक्ति 100 तक बढ़ी

दिनेश शर्मा “अधिकारी”।नई दिल्ली। मंगलवार को इलाहाबाद हाईकोर्ट के मुख्य न्यायाधीश न्यायमूर्ति राजेश बिंदल ने छह अधिवक्ताओं को इलाहाबाद हाईकोर्ट

आगे पढ़ें

କେନ୍ଦୁଗୁଡା ଆଶ୍ରମ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

ଅମୁଲ୍ୟ ନିଶଙ୍କ ରାୟଗଡା :ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ଭାମିନି ଗ୍ରାମ ପଞ୍ଚାୟତରେ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ସରକାରୀ ଆଶ୍ରମ ସ୍କୁଲ କେନ୍ଦୁଗୁଡା

आगे पढ़ें