ମା ଓଡେଇ ଶୁଣିଙ୍କ କାଠି ଯାତ୍ରା ଅନୁଷ୍ଠିତ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋ ଚିଫ

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଆୟତପୁର ଗ୍ରାମ ରେ ମା ଓଡେଇ ଶୁଣି ଙ୍କ ଚାରି ଦିନିଆ କାଠି ଯାତ୍ରା ଆରମ୍ଭ ହୋଇଛି l ଗତ କାଲି ରାତ୍ର ରେ ମା ଙ୍କ ପୀଠ ରେ ପୂଜା ଆର୍ଚ୍ଚନା କରା ଯାଇ ମା ଙ୍କ କାଠି ପ୍ରତିମା ଙ୍କୁ ଆଜ୍ଞା ମାଳକରା ଯାଇ ଗ୍ରାମ କୁ ଅଣା ଯାଇ ଅଛି ପ୍ରଥମେ ଦୋଳ ବେଦୀ ଭୋଗ ପୂଜା ଆର୍ଚନା ହୋଇଥିଲା ପରେ ପୂର୍ଵ ନୀତିକାନ୍ତି ଅନୁଯାଇ ଭୋଗ ପୂଜା ଆରମ୍ଭ ହୋଇଥିଲା l ଏହି କାଠି ଯାତ୍ରା ଉକ୍ତ ଗ୍ରାମ ରେ ଚାରି ଦିନ ଧରି ଅନୁଷ୍ଠିତ ହେବ l ଶେଷ ଦିନ ରେ ଏକ ବିରାଟ ଶୋଭାଯାତ୍ରା ରେ ମାଙ୍କୁ ମେଲାଣି ଦିଅ ଯାଇ ଥାଏ l


Share: