ରାମଚଣ୍ଡୀ ଉପକୂଳ ବିକାଶ ପରିଷଦ ଶ୍ରମିକ ସଂଗଠନ ତରଫରୁ 74 ତମ ସାଧାରଣତନ୍ତ୍ର ଦିବସ ପାଳିତ

Share:

ବିଶ୍ଵଜିତ ପ୍ରଧାନ

କେନ୍ଦ୍ରାପଡ଼ା :୭୪ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମା ରାମଚଣ୍ଡୀ ଉପକୂଳ ବିକାଶ ଶ୍ରମିକ ସଂଗଠନ ତରଫରୁ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ।ଏଥିରେ ସଭାପତି ଫକିର ବେହେରା, ସମ୍ପାଦକ ଅଲେଖ ଚନ୍ଦ୍ର ନାୟକ, Office Exicutive ଚୈତନ୍ୟ ପ୍ରସାଦ ଦାଶ, ତାଙ୍କ ସହ ବିପିନ ମଲ୍ଲିକ, ନମିତା ମହାପାତ୍ର, ହିରଣ୍ୟ ଓଝା, ଦୀପକ କୁମାର ରାଉତ ନଳୀନ କାନ୍ତ ବେହେରା, ବିଶ୍ଵନାଥ ରାଉତରାୟ, ପ୍ରାଥସାରଥୀ ସାମନ୍ତରାୟ (ମାଧ ଭାଇ) ଚିତ୍ତରଞ୍ଜନ ବେହେରା, ଦଶରଥ ବେହେରା, ପ୍ରମୁଖ ଉପସ୍ଥିତ ରହି ସ୍ୱାଧୀନତା ସଂଗ୍ରାମୀ ଙ୍କ ଜୀବନ ଶୈଳୀ ଆଲୋଚନା କରି ଥିଲେ। ସମସ୍ତଙ୍କୁ ଅନ୍ତରରୁ ସ୍ଵାଧୀନତା ଦିବସ ଉପଲକ୍ଷେ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଥିଲେ ମା ରାମଚଣ୍ଡୀ ଉପକୂଳ ବିକାଶ ପରିଷଦ ସଂଗଠନ l


Share: