ବିଜେଡି ର ମିଶ୍ରଣ ପର୍ବ ସହ ରାମକ୍ରିଷ୍ଣା କତାପିଲି ଙ୍କ ଘର ବାହୁଡା଼

Share:

ରାୟଗଡା ରୁ ଅମୁଲ୍ୟ ନିଶାଙ୍କ ଙ୍କ ରିପୋର୍ଟର
ରାୟଗଡା ।

ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ ଗୁଡାରି ବ୍ଲକ ର ବରିଷ୍ଟ ଅସନ୍ତୁଷ୍ଟ ବିଜେଡି ଯୁବ ନେତା ଶ୍ରୀ କଟାପିଲି ରାମ କ୍ରିଷ୍ଣା ଙ୍କ ବିଜେଡି ରେ ମିଶ୍ରଣ ସହ ଘର ବାହୁଡା଼ ହୋଇଯାଇଛି ଘଟଣା ରୁ ପ୍ରକାଶ ଯେ ଗତ ସାଧାରଣ ନିର୍ବାଚନ ସମୟରେ ଶ୍ରୀ ରାମକ୍ରିଷ୍ଣା ବିଜେଡି ଦଳ ର ଅସସନ୍ତୁଷ୍ଟ ବିଧାୟକ ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ ଙ୍କୁ ସହଯୋଗ କରି ବିଜେଡି ଦଳ ରୁ ନିଲମ୍ବିତ ହୋଇଥିଲେ ଏହି ଗୁଡାରି ସହର ସହିତ ବ୍ଲକ ର ଗ୍ରାମାଞ୍ଚଳ ରେ ରାମକୃଷ୍ଣ ଙ୍କୁ ପତିଆରା ରହିଥିବାରୁ ଆଗାମୀ ପଂଚାୟତ ନିର୍ବାଚନ କୁ ଆଖିଆଗରେ ରଖି ବିଜେଡି ଦଳ ରାମ କ୍ରିଷ୍ଣା ଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାରକରିଥିଲେ ଏହି ଉପ ଲକ୍ଷେ ବିଜେଡି ପକ୍ଷରୁ ଆୟୋଜିତ ଏକ ମିଶ୍ରଣ ପର୍ବ ସ୍ଥାନୀୟ ନୂତନ ବସ ଷ୍ଟାଣ୍ଡ ଠାରେ ଶ୍ରୀ ରାମ କ୍ରିଷ୍ଣା ନିଜର 3ହଜାର ରୁ ଊର୍ଧ୍ଵ ସମର୍ଥକ ଙ୍କ ସହିତ ବିଜେଡି ତର ସାମିଲୀ ହେବା ସହିତ ଘର ବାହୁଡା ହୋଇଛି ରାୟଗଡା ବିଜେଡି ର ଚାଣକ୍ୟ ତଥା ବିଜେଡି ଜ଼ିଲ୍ଲା ସଭାପତି ଶ୍ରୀ ସୁଧୀର ଦାସ ରାମ କ୍ରିଷ୍ଣା ଙ୍କୁ ଉତ୍ତରୀୟ ଢାଳି ଦଳ କୁ ସ୍ୱାଗତ କରି ଥିଲେ ଶ୍ରୀ ଦାସ କହିଛନ୍ତି ରାମ କ୍ରିଷ୍ଣା ଙ୍କ ଘର ବାହୁଡା଼ ଯୋଙ୍ଗୁ ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ରର ଗୁଡାରି ଅଂଚଳ ରେ ବାହୁ ପରିମାଣରେ ବିଜୟ ହାସଲ କରିବ ଏହି ମିଶ୍ରଣ ପର୍ବ ରେ ବିଧାୟକ ରଘୁନାଥ ଗମାଙ୍ଗ ଜ଼ିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଗଗନ ଆଚାର୍ଯ୍ୟ ପଦ୍ମପୁର ବ୍ଲକ ଅଧକ୍ଷ ରମାକାନ୍ତ ମାଝୀ ଉପସ୍ଥିତ ରହିଥିଲେ
ରାୟଗଡା ରୁ ଅମୂଲ୍ୟ ନିଶଙ୍କ ଙ୍କ ରିପୋର୍ଟ


Share: