ଗାଁ ରେ ବଚସା କୁ କେନ୍ଦ୍ର କରି ଦୁଇ ଜଣଙ୍କୁ ଛୁରୀ ରେ ଭୂଶୀଲା ଯୁବକ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ :ଦିଗପହଣ୍ଡି ଥାନା ନବରଙ୍ଗପୁର ଗାଁ ରେ ବଚସା କୁ କେନ୍ଦ୍ର କରି ଦୁଇ ଜଣ ଙ୍କୁ ଛୁରୀ ରେ ଭୂଷିଲା ଯୁବକ । ଜଣେ ମୃତ ଜଣେ ଗୁରୁତର ।ଗୁରୁତର ଅବସ୍ଥା ରେ ଦୁଇ ଜଣ ଙ୍କୁ ଏମ କେ ସି ଜି କୁ ସ୍ଥାନାନ୍ତର ବେଳେ ଜଣଙ୍କ ମୃତ୍ୟୁ ।
ମୃତ ଯୁବକ ଜଣକ ହେଲେ ବାବୁ ଗୌଡ଼
ଗୁରୁତର ଯୁବକ ହେଲେ ପ୍ରଦୀପ ସାହୁ ।
ଆକ୍ରମଣ କରି ଯୁବକ ଫେରାର, ପୋଲିସ ଗାଁ ରେ ପହଞ୍ଚି ଆରମ୍ଭ କଲା ତଦନ୍ତ।


Share: