କଳପଡା ଗ୍ରାମ ପଞ୍ଚାୟତ ଉନ୍ନୟନ ମଞ୍ଚର ପକ୍ଷରୁ ଜଳଛତ୍ର ସେବା ଉଦ୍ଘାଟିତ

Share:

ସମୀର ରଞ୍ଜନ

ଭୁବନେଶ୍ୱର /କଟକ : କଟକ ସଦର ୪୨ ମୌଜା ଉପକଣ୍ଠ କଳପଡା ପଞ୍ଚାୟତ ଦେଉଳି ଗ୍ରାମରେ ଥିବା ହନୁମାନଙ୍କ ମନ୍ଦିରରେ ଜଳଛତ୍ର ଆୟୋଜନ କରାଯାଇଥିଲା । ଏଥିରେ କଳପଡା ଗ୍ରାମ ପଞ୍ଚାୟତ ଉନ୍ନୟନ ମଞ୍ଚର ସଭ୍ୟମାନେ ରହି ଏହି ଜଳଛତ୍ରକୁ ସଫଳ କରିଥିଲେ । ଏହା ସକାଳ ୯ଘଟିକା ରୁ ଆରମ୍ଭ ହୋଇ ଦିବା ୧ଘଟିକା ସମୟରେ ସମାପ୍ତ ହୋଇଥିଲା । ମୁକ୍ତିକାନ୍ତ ମହାନ୍ତି,ଯୁଧିଷ୍ଠିର ଭୋଇ,ପ୍ରଫୁଲ ଭୋଇ,ଦିରେନ୍ଦ୍ର ସେଠୀ, ପ୍ର୍ରଭାତ ଭୋଇ, ଆମ୍ବୁ ଭୋଇ,କୁମାର ସାନୁ ପତି, ମନୋଜ ପତି, ଅଜୟ ନାୟକ,ସୁଭାସିସ ପତି, ଅନିଲ ମହାପାତ୍ର,ଚନ୍ଦନ ନାୟକ,ପୀତବାସ ଦାସ,ଦୁର୍ଗାପ୍ରସାଦ ପତି,ବିରାଜ ଭୂଷଣ ପତି,ବିରଞ୍ଚି ପ୍ରଧାନ,ସୁଶାନ୍ତ କୁମାର ସ୍ୱାଇଁ,ଦେବୀପ୍ରସାଦ ପତି ପ୍ରମୁଖ ଉପସ୍ଥିତ ଥିଲେ ।


Share: