କେବେ ଦୂର ହେବ ସମସ୍ୟା

Share:

ଖୋର୍ଦ୍ଧା :24/8/2021 ଖୋର୍ଦ୍ଧା ଜିଲ୍ଲା ଅଧୀନସ୍ତ ବାଣପୁର ବ୍ଲକ ଅନ୍ତରର୍ଗତ ଆୟତପୁର ପଞ୍ଚାୟତ ର ଆୟତପୁର ଗ୍ରାମର ଏଇ ଦୃସ୍ୟ ଟିକେ ବର୍ଷା ହେଇଗଲେ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣିଜମୁଛି ୟାମଧ୍ୟରେ ଗାଁ ର ଲୋକ ମାନେ ଜିବା ଆସିବାକରୁଛନ୍ତି । ପ୍ରତି ବର୍ଷ ବର୍ଷା ଦିନ ରେ ଏଠି ଏହିସମସ୍ୟା ଦେଖିବାକୁ ମିଳୁଛି । ଏହି ଦୂସ୍ୟରୁ ସ୍ୱଷ୍ଟବାରି ହେଇଯାଉଛି ଗାଁ ଯେ ଗହଳରେ ବିକାଶ କିଭଳି ହେଉଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୁଷ୍ଟିଦେଇ ଏହି ସମସ୍ୟା ଦୂରକରିବାପାଇଁ ସାଧାରଣ ଦାବୀ ହେଉଛି ।

ରିପୋର୍ଟ ଓଡିଶା ବ୍ୟୁର।


Share: